ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା
ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।
Loading...
ଆର୍ଥିକ ସୁଖ ସୁବିଧାର କାମନା ତ ସମସ୍ତେ କରିଥାନ୍ତି । କିନ୍ତୁ ଏହି ସୁଖ ସୁବିଧା କମ ଲୋକଙ୍କୁ ପ୍ରାପ୍ତି ହୋଇଥାଏ । ବେଳେ ବେଳେ ନିଜ କର୍ମରେ ହିଁ ଦୋଷ ରହିଯାଇଥାଏ ତ ପୁଣି ବେଳେ ବେଳେ ଆଖାପାଖର ବାତାବରଣରେ ଦୋଷ ରହିଥାଏ ।
ଆର୍ଥିକ ସୁଖ ସୁବିଧାର କାମନା ତ ସମସ୍ତେ କରିଥାନ୍ତି । କିନ୍ତୁ ଏହି ସୁଖ ସୁବିଧା କମ ଲୋକଙ୍କୁ ପ୍ରାପ୍ତି ହୋଇଥାଏ । ବେଳେ ବେଳେ ନିଜ କର୍ମରେ ହିଁ ଦୋଷ ରହିଯାଇଥାଏ ତ ପୁଣି ବେଳେ ବେଳେ ଆଖାପାଖର ବାତାବରଣରେ ଦୋଷ ରହିଥାଏ । ଜୀବନରେ ବାସ୍ତୁଶାସ୍ତ୍ରର ଖୁବ୍ ପ୍ରଭାବ ରହିଥାଏ । ସେଥିପାଇଁ ଭାଗ୍ୟ ବଦଳାଇବା ଲାଗି ବାସ୍ତୁ ନିୟମ ମାନି ଚଳିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରର କିଛି ନିୟମ ବିଷୟରେ..
୧) ଘରର ମୁଖ୍ୟଦ୍ୱାରରେ ଭଗବାନ ଗଣେଶଙ୍କ ଫଟୋ ଲଗାଇ ଓଁ ଲେଖନ୍ତୁ । ଏଭଳି କରିବା ଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ବାତାବରଣ ବଳବତ୍ତର ରହିଥାଏ । ଏହାସହିତ ଲକ୍ଷ୍ମୀବାସ କରିଥାନ୍ତି ।
୨) ଯଦି ଆପଣଙ୍କ ଇଶାଣ କୋଣରେ ଲୁଣ ରଖୁଥିବେ ଏବଂ ତାକୁ ନିୟମିତ ବଦଳାଉ ଥିବେ, ତେବେ ଆପଣଙ୍କ ଘରେ କଦାପି ଧନର ଅଭାବ ଦେଖାଦେବ ନାହିଁ ।
୩) ଯଦି ଆପଣ ଅଶୋକ ଗଛର କାଠକୁ ଆପଣଙ୍କ ଠାକୁର ଘରେ ରଖି ପୂଜା କରିବେ ତେବେ ଆପଣଙ୍କ ସମସ୍ତ ସମସ୍ୟା ଏବଂ ଆର୍ଥିକ ଅଭାବ ଦୂର ହେବ ।
୪) ହିନ୍ଦୁ ଶାସ୍ତ୍ରାନୁସାରେ କୁବେରଙ୍କୁ ଧନର ସ୍ୱାମୀ ବୋଲି କୁହାଯାଏ । ଯଦି ଆପଣ ଘରେ କୁବେର ଯନ୍ତ୍ର ରଖି ପୂଜିବେ ତେବେ ଏହାଦ୍ୱାରା ଦାରିଦ୍ର୍ୟତା ଦୂର ହେବ ।
୫) ଯଦି ଆପଣ ଶୋଇବା ସମୟରେ ତମ୍ବା ପାତ୍ରରେ ପାଣି ଭରି ରଖିବେ, ତେବେ ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।
Shakespeare, in the beautiful garden, among the party. Some of the hall: in fact she was ever to.
ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।
ସକାଳୁ ଉଠିବା ମାତ୍ରେ ଘରର ସ୍ତ୍ରୀଲୋକ ଯଦି ପ୍ରତିଦିନ ଦାଣ୍ଡଦୁଆରକୁ ସଫାସୁତୁରା କରିଥାନ୍ତି, ତ’ହେଲେ ଘରକୁ କୌଣସି ପ୍ରକାରର ନକାରାତ୍ମକ ଊର୍ଜ୍ଜା ପ୍ରବେଶ କରେନାହିଁ
ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ ।