ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ହିନ୍ଦୁ ମାନ୍ୟତା ଅନୁଯାୟୀ ଭଗବାନ୍ ହିଁ ଯୋଡି ତିଆରି କରିଥାନ୍ତି । ଧରାପୃଷ୍ଠରେ କେବଳ ରୀତି ନୀତି କରାଯାଇଥାଏ । ତାପରେ ବି ବେଳେ ବେଳେ ବାହାଘର ହେବାରେ ଅନେକ ସମସ୍ୟା ଉପୁଜିବା
ହିନ୍ଦୁ ମାନ୍ୟତା ଅନୁଯାୟୀ ଭଗବାନ୍ ହିଁ ଯୋଡି ତିଆରି କରିଥାନ୍ତି । ଧରାପୃଷ୍ଠରେ କେବଳ ରୀତି ନୀତି କରାଯାଇଥାଏ । ତାପରେ ବି ବେଳେ ବେଳେ ବାହାଘର ହେବାରେ ଅନେକ ସମସ୍ୟା ଉପୁଜିବା ସହ ଡେରି ହୋଇଥାଏ । ସେଥିପାଇଁ ଅନେକ ବ୍ୟକ୍ତି ଚିନ୍ତିତ ରହିବା ସହିତ ଅନେକ ଉପାୟମାନ ଆପଣାଇ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଅବଲମ୍ବନ କରିବା ଦ୍ୱାରା ବାହାଘରରେ କୌଣସି ଅସୁବିଧା ରହିବ ନାହିଁ ।
ବାସ୍ତୁ ଟିପ୍ସ:
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।