VASTU

ଶୀଘ୍ର ବିବାହ କରିବାକୁ ଚାହୁଛନ୍ତି କି ? ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣାନ୍ତୁ ଏହି ଉପାୟ

ବିବାହ କରିବାକୁ ସମସ୍ତେ ଚାହାନ୍ତି । ବିବାହ କରିବାର ସମୟ ଆସିଗଲାଣି କିମ୍ବା ବିବାହ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବାସ୍ତୁର ଏହି ନିୟମକୁ ପାଳନ କରନ୍ତୁ । ମିଳିବ ମନପସନ୍ଦର ଜୀବନ ସାଥୀ, ହୋଇଯିବ ଶୀଘ୍ର ବିବାହ ।

ବାସ୍ତୁଶାସ୍ତ୍ର ଅନୁସାରେ ଶୀଘ୍ର ବିବାହ ପାଇଁ କିଛି ଟିପ୍ସ :-

  • ଅବିବାହିତା ଯୁବକ ଯୁବତୀ ଯେଉଁମାନେ ଘର ଠାରୁ ଦୂରରେ ଚାକିରୀ କିମ୍ବା ପଢାପଢି କରନ୍ତି ସେମାନେ ସବୁବେଳେ ଘର ଶେୟାର କରି ରୁହନ୍ତି ଅର୍ଥାତ ଭଡା ଘରେ ସାଙ୍ଗମାନଙ୍କ ସହ ମିଶି ରହିଥାଆନ୍ତି । ଯଦି ଆପଣ ଏଭଳି ରହୁଛନ୍ତି ତେବେ ଆପଣଙ୍କ ପସନ୍ଦିନ୍ଦା ଜୀବନ ସାଥୀ ପାଇବା ପାଇଁ ଚାହୁଁଥିଲେ ଆପଣଙ୍କ ବିଛଣା କବାଟ ପାଖରେ ରଖନ୍ତୁ ।
  • ବାସ୍ତୁଶାସ୍ତ୍ର ଅନୁସାରେ ବିବାହ ପାଇଁ ଇଚ୍ଛୁକ ଥିବା ଯୁବକ ଯୁବତୀଙ୍କୁ କଳା ରଂଗର ପୋଷାକ ପିନ୍ଧିବା ଅନୁଚିତ । କାରଣ କଳା ରଂଗ ଶନି,ରାହୁ ଏବଂ କେତୁ ଗ୍ରହକୁ ପ୍ରତିନିଧିତ୍ୱ କରିଥାଏ ଯାହାକି ବିବାହରେ ବାଧା ସୃଷ୍ଟି କରିଥାଏ । ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି କିମ୍ବା ପାରମ୍ପାରିକ ବିବାହ ଏହି ଦୁଇ ବିବାହ ପରିସ୍ଥିତିରେ ଏହି ସମସ୍ତ କଥା ପ୍ରତି ଧ୍ୟାନ ଦେବା ଉଚିତ ।
  • ଘରକୁ ବିବାହ ପ୍ରସ୍ତାବ ନେଇ ଆସିଥିବା ବ୍ୟକ୍ତିଙ୍କ ମୁହଁ ଘର ଭିତରକୁ କରି ବସାନ୍ତୁ । ଯଦି ତାଙ୍କ ମୁହଁ ବାହାରକୁ ହୁଏ ତେବେ ବିବାହ ପ୍ରସ୍ତାବ ଭାଙ୍ଗି ଯିବାର ସମ୍ଭାବନା ରହିଥାଏ ।
  • ପ୍ରେମୀ ଯୁଗଳ ଗୋଲାପ ଆଦାନ ପ୍ରଦାନ କରନ୍ତି । ଯଦି ଆପଣ ମଧ୍ୟ ଗୋଲାପ ଫୁଲ ଦେଉଛନ୍ତି ଏହା ଦେବା ସମୟରେ କଂଟା କାଢିିି ଦିଅନ୍ତୁ । ଯେଉଁମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଉଛି ତେବେ ଆପଣ ଅର୍କିଡ କିମ୍ବା ଲିଲି ଉପହାରରେ ଦିଅନ୍ତୁ କିମ୍ବା ଶୟନ କକ୍ଷକୁ ସଜାନ୍ତୁ । ଫୁଲ ଦ୍ୱାରା ସମ୍ପର୍କରେ ଖୁସି ଆସିଥାଏ ।

ବିବାହ ଶୀଘ୍ର ବିବାହ କରିବାକୁ ଚାହୁଛନ୍ତି କି ? ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣାନ୍ତୁ ଏହି ଉପାୟ shadhi

ପଢନ୍ତୁ ; ଆସନ୍ତୁ ଜାଣିବା, ଚଣା ଚିଲ୍ଲୀ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ବନ୍ଧରେ

   

Related posts

ଶୋଇଲା ବେଳେ ବାସ୍ତୁଦୋଷ ଦୂର କରନ୍ତୁ ଓ ଧନ, ମାନ, ଯଶର ଅଧିକାରୀ ହୁଅନ୍ତୁ

ENO Beuro

ଘରର କେଉଁ ସ୍ଥାନରେ କେଉଁ ଉପାୟ କଲେ ସୁଖ ସମୃଦ୍ଧି ବଜାୟ ରହିବ , ଆସନ୍ତୁ ଜାଣିବା

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ କାନ୍ଥଘଣ୍ଟା ଲଗାଇଲେ ଶୁଭ ହୋଇଥାଏ ଜାଣନ୍ତୁ ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More