ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ସିନ୍ଦୂର ହେଉଛି ସଧବାଙ୍କର ମୁଖ୍ୟ ଶୃଙ୍ଗାର। କିନ୍ତୁ ଜାଣିଛନ୍ତି କି, ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସିନ୍ଦୂର ଦ୍ବାରା ଦୂର ହୋଇପାରିବ।
ସିନ୍ଦୂର ହେଉଛି ସଧବାଙ୍କର ମୁଖ୍ୟ ଶୃଙ୍ଗାର। କିନ୍ତୁ ଜାଣିଛନ୍ତି କି, ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସିନ୍ଦୂର ଦ୍ବାରା ଦୂର ହୋଇପାରିବ। ସିନ୍ଦୂରର କିଛି ଉପାୟ ଦ୍ବାରା ଘରେ ଶାନ୍ତି ସ୍ଥାପନ ହେବା ସହ ଆର୍ଥିକ ବିକାଶ ହୁଏ। ଏକ ଆଖିଯୁକ୍ତ ନଡ଼ିଆ ଉପରେ ସିନ୍ଦୂର ଲଗାଇ, ତାହାକୁ ଲାଲ୍ କପଡ଼ାରେ ବାନ୍ଧି ପୂଜା କରନ୍ତୁ। ଏହାପରେ ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରି ତାହାକୁ ନେଇ ନିଜର ବ୍ୟବସାୟ ସ୍ଥଳରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଏହାଦ୍ବାର ଆର୍ଥିକ ସମସ୍ୟା ଦୂର ହୋଇଥାଏ।ଶୁକ୍ଳ ପକ୍ଷ ପୁଷ୍ୟ ଯୋଗରେ ବା ଗୁରୁ ପୁଷ୍ୟ ଯୋଗରେ ଗଣେଶଙ୍କୁ ସିନ୍ଦୂର ଦାନ କରିବା ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ। ଏଭଳି କରିବା ଦ୍ବାରା ପରୀକ୍ଷାରେ ସଫଳତା ମିଳେ। ଭଲ ଚାକିରି ପାଇବା ପାଇଁ ଶୁକ୍ଳ ପକ୍ଷ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ସିନ୍ଦୂରରେ ୬୩ ନମ୍ବର ଲେଖି ମା’ ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରନ୍ତୁ। ୩ଟି ଗୁରୁବାର ଏହି ଉପାୟ କରନ୍ତୁ।
ସିନ୍ଦୂର ଓ ତେଲ ମିଶାଇ ଘରର କବାଟରେ ଲଗାନ୍ତୁ। ଏହାଦ୍ବାରା ଅଶାନ୍ତି ଦୂର ହେବା ସହ ଘରର ସବୁ ଦୋଷ ଦୂର ହୋଇଥାଏ। ଏହାଦ୍ବାରା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରେ ନାହିଁ। ଏହା ସହିତ ସବୁ ସମସ୍ୟା ଦୂର ହେବା ସହ ପୀଡ଼ା ଦୂର ହୋଇଥାଏ। ସିନ୍ଦୂରରେ ତେଲ ମିଶାଇ କବାଟରେ ଲଗାଇବା ଦ୍ବାରା ଶନିଦେବଙ୍କ ସହ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।