30.1 C
Bhubaneswar
October 22, 2021
EnewsOdia.Com
ବାସ୍ତୁ

ବାସ୍ତୁ ଦୋଷ ଦୂର କରେ ସିନ୍ଦୂର

ସିନ୍ଦୁର ସଧବା ନାରୀର ଅଳଙ୍କାର ପୁଣି ଏହି ସିନ୍ଦୁର ର ବ୍ୟବହାର ପାଇଁ ଘରୁ ନାକାରାତ୍ମକ ଶକ୍ତି ବାହାର ହୋଇ ସାକାରାତ୍ମକ ଶକ୍ତି ପ୍ରବେଶ କରେ ଅନେକ ଶୁଭ ଏହା ଦ୍ୱାରା ପ୍ରାପ୍ତି ହୋଇ ଥାଏ।  ସହିତ ମାତା ଲକ୍ଷ୍ମୀ ବି ପ୍ରଶନ୍ନ ହୋଇ ଥାନ୍ତି , ଏହା ଘର ର ସମସ୍ତ ବାସ୍ତୁ ଦୋଷ କୁ ଦୂର କରିବାରେ ବହୁତ ପରିମାଣ ରେ ସାହାଯ୍ୟ କରେ ।

୧- ବାସ୍ତୁ ଶାସ୍ତ୍ର ଅନୁସାରେ ଦୁଆର ମୁହଁ ରେ ସିନ୍ଦୁର ଏବଂ ତେଲ ଲଗେଇଲେ ଘରକୁ ନାକାରାତ୍ମକ ଶକ୍ତି ର କେବେ ବି ପ୍ରେବଶ ହୋଇ ନ ଥାଏ । ଏହାଆପଣ ମାନେ ଚାହାଁନ୍ତି କି ଆପଣ ମାନଙ୍କ ଘରକୁ ବହୁତ ପରିମାଣ ରେ ଧନ ଆୟ ହେଉ ବା ଆପଣ ମାନଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ପାଦ ପଡୁ ବୋଲି ତେବେ ଆପଣ ମାନେ ନିଶ୍ଚିତ ଭାବେ ଏକ ନଡିଆ ରେ ସିନ୍ଦୁର ଲଗେଇ କରି ତାହାକୁ ଏକ ଲାଲ୍ ସୁତା ସହିତ ଏକ ଲାଲ୍ କପଡା ରେ ବନ୍ଧି କରି ଆପଣ ମାନେ ସେହି ନଡିଆ କୁ ମାତା ଲକ୍ଷ୍ମୀ ଙ୍କ ପାଖରେ ରଖି ଦିଅନ୍ତୁ ଆପଣ ମାନଙ୍କ ସବୁ ମନସ୍କାମନା ପୂରଣ ହେବା ସହିତ ଆପଣ ମାନଙ୍କ ଘରେ କେବେ ଧନ ର ଅଭାବ ଦେଖା ଦେବ ନାହିଁ ।

ପଢନ୍ତୁ:

Related posts

ବସନ୍ତ ପଞ୍ଚମୀ ଦିନ ରାଶି ଅନୁସାରେ ଜପ କରନ୍ତୁ ଦେବୀ ସରସ୍ବତୀଙ୍କ ମନ୍ତ୍ର, ଜୀବନରେ ମିଳିବ ଅପାର ସଫଳତା

Ratnamani Maharana

ଦେବାଦେବୀଙ୍କୁ ପାନ ଅର୍ପଣ କଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ କିପରି

Ratnamani Maharana

ଜାଣନ୍ତୁ କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More