VASTU

ଘରର ଏହି ଜାଗାରେ ଗଛ ରଖିଲେ ହୋଇଥାଏ ଅଶୁଭ ! ତାସହ ମଧୁମେହ ରୋଗରେ ଶିକାର ମଧ୍ୟ ହୋଇପାରନ୍ତି

ଘରେ ବାସ୍ତୁଦୋଷ ଥିଲେ ଏହା ଆର୍ଥିକ କ୍ଷତି କରିବା ସହ ଶାରୀରିକ କ୍ଷତି ମଧ୍ୟ କରିଥାଏ । କାରଣ ଆପଣ ଜାଣନ୍ତି କି  ବାସ୍ତୁଶାସ୍ତ୍ର ଏହି ରୋଗକୁ  ଠିକ ମଧ୍ୟ କରିପାରିବ ।  ବାସ୍ତୁଶାସ୍ତ୍ରରେ ମଧୁମେହ ରୋଗର ଉପକାର ମଧ୍ୟ ହୋଇପାରିବ । ଏଥିପାଇଁ ଆପଣଙ୍କ ଘରରେ କିଛି ପରିବର୍ତନ କରିବାକୁ ପଡିବ ,ଏହାଦ୍ଵାରା ରୋଗୀକୁ କିଛି ଊର୍ଜା ମିଳିପାରିବ ।

-ଘରର ଦକ୍ଷିଣ ପଶ୍ଚିମ କୋଣ ମଧୁମେହ ରୋଗକୁ ବଢାଇବାର ମୁଖ୍ୟ କାରଣ ଅଟେ । ଯଦି ଦକ୍ଷିଣ ପଶ୍ଚିମ କୋଣରେ କୂଅ କିମ୍ବା ବୋରିଙ୍ଗ ଥାଏ ଏହା ମଧୁମେହ ରୋଗକୁ ବଢାଇଥାଏ। ଏତିକି ନୁହେଁ ଏହି କୋଣରେ ଫୁଲ ବଗିଚା କିମ୍ବା କୌଣସି ଗଛ ରହିବା ବି ଠିକ ନୁହେଁ ।

-ଦକ୍ଷିଣ ପଶ୍ଚିମ କୋଣ ଘରର ଛୋଟ ହେଇଥିଲେ ଏହା  ମଧୁମେହ ରୋଗ ବଢିବାର ସମ୍ଭାବନା ରହିଛି । ଚେଷ୍ଟା କରନ୍ତୁ ଯେମିତି ସେହି ଜାଗା ପ୍ରଭାବସିଳ ରହିବା ଦରକାର ।

-ଯଦି ଘର ମଧ୍ୟରେ ଅଧିକ ଲୁହାରେ ନିର୍ମାଣ ହୋଇଥାଏ ତାହାଲେ ଏହା ମଧ୍ୟ ମଧୁମେହ ରୋଗକୁ ନିମନ୍ତ୍ରଣ କରିଥାଏ।

-ଭୁଲରେ ବି ଆପଣଙ୍କ ବେଡରୁମରେ ଖାଇବେନାହିଁ ,ଆଉ  ଜୋତା ଚପଲ ବି ରଖିବେ ନାହିଁ ।

-ମାଟି ହାଣ୍ଡିରେ କିଛି ତୁଳାଶୀପତ୍ର ଜଳେଇ ଏହାକୁ ପ୍ରତିଦିନ ପିଅନ୍ତୁ ।

-ସବୁ ରବିବାରେ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କର ଆଉ ମାଙ୍କଡଙ୍କୁ ଗୁଡ ଖାଇବାକୁ ଦିଅ ।

ଘରର ଏହି ଜାଗାରେ ଗଛ ରଖିଲେ ହୋଇଥାଏ ଅଶୁଭ !  ତାସହ ମଧୁମେହ ରୋଗରେ ଶିକାର ମଧ୍ୟ ହୋଇପାରନ୍ତି flower

ପଢନ୍ତୁ ;

ପ୍ଲାଷ୍ଟିକ୍ କିମ୍ବା ପେପର କପରେ ଚା’ ପିଉଛନ୍ତି କି ? ସାବଧାନ୍ ! କ୍ୟାନସର ରୋଗରେ ଶିକାର ହୋଇପାରନ୍ତି ।

 

 

Related posts

ପୁରୁଷଙ୍କ ପାଦର ଗଢ଼ଣ ଅନୁଯାୟୀ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ରଖନ୍ତୁ ନାହିଁ ଭଙ୍ଗା ବାସନ, ଜାଣନ୍ତୁ କାରଣ କ’ଣ ?

Krishna Kumar Manoj

ଆସନ୍ତୁ ଜାଣିବା ,କେଉଁ ଦିନ ଅନୁସାରେ କେଉଁ ରଙ୍ଗର ତିଲକ ଲଗାଇଲେ ଶୁଭ ହୋଇଥାଏ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More