VASTU

ରାତିରେ ଅଇଁଠା ବାସନ ନ ଧୋଇ ରଖୁଛନ୍ତି କି? ଜାଣନ୍ତୁ ଏହାର ପରିଣାମ

utensils

ଅନେକ ଲୋକ ଅଛନ୍ତି, ରାତିରେ ଖାଇଥିବା ଅଇଁଠା ବାସନକୁ ସକାଳେ ଧୋଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କରିବା ଦ୍ଵାରା ପରିବାର ଉପରେ ଖରାପ ପ୍ରଭାବ ପଡିଥାଏ। ଯଦି ଆପଣ ରାତିସାରା ବାସନକୁ ଅଇଁଠା ପକାଇ ରଖୁଛନ୍ତି, ତେବେ ଘରେ ଥିବା ସକାରାତ୍ମକ ଶକ୍ତି ମଧ୍ୟ ନଷ୍ଟ ହୋଇ ଯାଇଥାଏ। ତେଣୁ ଅଇଁଠା ବାସନ ଘରେ ପକାଇ ନ ରଖିବା ପାଇଁ ବାସ୍ତୁ ଶାସ୍ତ୍ର ବିଶାରଦମାନେ ପରାମର୍ଶ ଦେଇଥା’ନ୍ତି।

utensils

ବୈଜ୍ଞାନିକ ମତ ଅନୁସାରେ,ରାତିସାରା ଅଇଁଠା ବାସନ ପଡ଼ି ରହିବା ଦ୍ୱାରା ସେଥିରୁ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ଏହି ବ୍ୟାକ୍ଟେରିଆ ବାସନ ସଫା କଲା ପରେ ମଧ୍ୟ ବାସନରୁ ଯାଇ ନ ଥା’ନ୍ତି। ଆଉ ସଫା କରିବା ପରେ ମଧ୍ୟ ଏହି ସବୁ ବାସନରେ ଖାଇବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ।

ଆଉ ମଧ୍ୟ ଏପରି କୁହାଯାଏ କି,ମା’ ଲକ୍ଷ୍ମୀ ସଫାସୁତୁରା ଘରେ ହିଁ ବାସ କରନ୍ତି। ଏଣୁ ଅଇଁଠା ବାସନ ପଡ଼ି ରହିବା ଯୋଗୁ ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ। ବ୍ୟବସାୟରେ କ୍ଷତି ହେବା ସହ ଆପଣ କରିବାକୁ ଚାହୁଁଥିବା ନୂଆ କାର୍ଯ୍ୟରେ ମଧ୍ୟ ଅସଫଳ ହୋଇଥା’ନ୍ତି।

ପଢନ୍ତୁ; ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର

Related posts

ଶୋଇଲା ବେଳେ ବାସ୍ତୁଦୋଷ ଦୂର କରନ୍ତୁ ଓ ଧନ, ମାନ, ଯଶର ଅଧିକାରୀ ହୁଅନ୍ତୁ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଗଣେଶଙ୍କ ପୂଜା କଲେ , କ ‘ ଣ ଲାଭ ମିଳେ ଜାଣନ୍ତୁ ?

ENO Beuro

ପାଦ ଛୁଇଁ ପ୍ରଣାମ କରିବା ପୂର୍ବରୁ ଜାଣି ରଖନ୍ତୁ କେତୋଟି କଥା

Ratnamani Moharana

Leave a Comment