VASTU

ଘରକୁ ଧନ ଆସିବା ପୂର୍ବରୁ ଭଗବାନ କେଉଁ ସଙ୍କେତ ଦେଇ ଥାଆନ୍ତି ଜାଣନ୍ତୁ?

ଶାନ୍ତିରେ ରହିବା ପାଇଁ ସମସ୍ତେ ଚାହାଁନ୍ତି । ଖୁସିରେ ବଞ୍ଚିବା ପାଇଁ ସମସ୍ତେ ପରିଶ୍ରମ କରିଥାଆନ୍ତି । ଧନ ରୋଜଗାର କରିବା ଆଶାରେ ସମସ୍ତେ ପରିଶ୍ରମ ମଧ୍ୟ କରିଥାଆନ୍ତି । କିନ୍ତୁ  ଯେତେ ପରିଶ୍ରମ କଲେ ମଧ୍ୟ ଆଶାନୁରୂପ ଫଳ ମିଳି ନଥାଏ । ଏହାର କାରଣ ଠିକ ସମୟରେ ଭଗବାନଙ୍କ ଆଶୀର୍ବାଦ ମିଳିନଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କ ଏମିତି କିଛି ସଙ୍କେତ ଅଛି ଯାହା ଧନ ଆସିବା ପୂର୍ବରୁ ମିଳିଥାଏ ।

ଘରକୁ ଧନ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ସଙ୍କେତ

  • ଯଦି ବ୍ରାହ୍ମଣଙ୍କ ପାଦ ଧୂଳି ଘରେ ପଡେ ତେବେ ନିକଟ ଭବିଷ୍ୟତରେ ଧନ ମିଳିବାର ସମ୍ଭାବନା ଅଛି । କାରଣ ବ୍ରାହ୍ମଣ ଭଗବାନଙ୍କ ଅନ୍ୟ ଏକ ରୂପ ବୋଲି ପୁରାଣରେ କୁହାଯାଇଛି । ଏହାଛଡା ଧାନର ଧୂଳି ଓ ଗାଈଖୁରାର ଧୂଳି ମଧ୍ୟ ଘରେ ପଡିଲେ ଧନ ମିଳିବାର ସମ୍ଭାବନା ଥାଏ ।

laxmi ସଙ୍କେତ ଘରକୁ ଧନ ଆସିବା ପୂର୍ବରୁ ଭଗବାନ କେଉଁ ସଙ୍କେତ ଦେଇ ଥାଆନ୍ତି ଜାଣନ୍ତୁ? laxmi

  • କାରଣ ଧାନ ମାଆ ଲକ୍ଷ୍ମୀଙ୍କ ପାଖରେ ଥାଏ ଓ ଗାଈଙ୍କୁ ଆମେ ଗୋମାତା ରୂପରେ ପୂଜା କରିଥାଉ । କିନ୍ତୁ ଛେଳି ଖୁରାର ଧୂଳି, ଘର ଛାଞ୍ଚୁଣିର ଧୂଳି, ଋତୁସ୍ରାବ ହେବା ସମୟରେ ନାରୀ ଠାକୁରଙ୍କ ପୂଜା କରିବା ଅଶୁଭ କାରଣ ହୋଇଥାଏ ।
  • ଅର୍ଥାଭାବ ଦୂରେଇବା ପାଇଁ ପ୍ରତିକାର- ପ୍ରତ୍ୟେକ ମାସରେ ନିଶ୍ଚୟ ଗୋଟିଏ ଥର ଦ୍ଵିତୀୟା ଚନ୍ଦ୍ର ଦର୍ଶନ କରନ୍ତୁ । ଠାକୁର ଘରେ ଗୋଟିଏ ଶଙ୍ଖ ପରିବର୍ତ୍ତେ ଦୁଇଟି ଶଙ୍ଖ ରଖନ୍ତୁ । ଛୋଟ ପିତ୍ତଳ ଧାଳାରେ କିଛି ମୁଦ୍ରା ରଖି ଘରର ପଶ୍ଚିମ ଦିଗରେ ରଖି ନିୟମିତ ମୁଣ୍ଡିଆ ମାରନ୍ତୁ ।
  • ଏମିତ କଲେ ଘରକୁ ଧନ ଆସିଥାଏ । ସବୁବେଳେ ପରିଶ୍ରମ କରନ୍ତୁ ଓ ଭାଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ।

ପଢନ୍ତୁ ; ଆସନ୍ତୁ ଜାଣିବା ଶଙ୍ଖ ବଜାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

Related posts

ନକରାତ୍ମକ ଶକ୍ତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି? ତେବେ ଘର ଦୁଆର ମୁହଁରେ ଟାଙ୍ଗନ୍ତୁ ଆମ୍ବପତ୍ର,ଦୂର ହେବ ଅନେକ ସମସ୍ୟା

ENO Beuro

ଲୋକମାନେ ମନ୍ଦିର କାହିଁକି ଯାଆନ୍ତି ଓ ଏହାର ଉପକାରିତା ବିଷୟରେ ଜାଣନ୍ତୁ

ENO Beuro

କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମନ ଖୁସି ରହିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More