VASTU

ବାସ୍ତୁଶାସ୍ତ୍ର ଅନୁସାରେ ଏହି ସବୁ ସଙ୍କେତରୁ ଜାଣନ୍ତୁ ଧନପ୍ରାପ୍ତିର ଯୋଗ ରହିଛି

ସମସ୍ତେ ଖୁସିରେ ରହିବାକୁ ଚାହାଁନ୍ତି । ସମସ୍ତେ  ଚାହାଁନ୍ତି କି ତାଙ୍କ ପାଖରେ ଧନ ରହୁ ବୋଲି । ଆପଣ ଜାଣିଛନ୍ତି କି ଧନପ୍ରାପ୍ତି ହେବା ପୂର୍ବରୁ ସଙ୍କେତ ମିଳିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଶରୀରର ସବୁ ସ୍ଥାନ କୁଣ୍ଡେଇ ହୁଏ ତେବେ ଧନ ମିଳିନଥାଏ । ତେବେ ଆସନ୍ତୁ ଜାଣିବା ଧନପ୍ରାପ୍ତିର ସଙ୍କେତ କଣ ଥାଏ ?

ଧନପ୍ରାପ୍ତି ହେବାର ସଙ୍କେତ:-

  • ବାସ୍ତୁଶାସ୍ତ୍ର ଅନୁସାରେ ଅଙ୍ଗ କୁଣ୍ଡେଇ ହେବା ଅର୍ଥ ପ୍ରାପ୍ତିର ସଙ୍କେତ ବୋଲି କୁହାଯାଏ ।
  • ଯଦି ଆଖି ବାରମ୍ବାର କୁଣ୍ଡେଇ ହୁଏ ତେବେ ଅନ୍ୟ କାହା ଜରିଆରେ ଆପଣଙ୍କୁ ଧନପ୍ରାପ୍ତି ହୋଇଥାଏ ।

money

  • ଦେହର ମଝି ଭାଗ କୁଣ୍ଡେଇ ହେଲେ ପୈତୃକ ଧନପ୍ରାପ୍ତି ଅର୍ଥାତ ବାପା ଅଜା ଅମଳର ସମ୍ପତି ମିଳିପାରେ ।
  • ସବୁରି ମୂଳରେ ଧନଉପାର୍ଜନ କରିବାକୁ ଏକ ମାତ୍ର ବାଟ ପରିଶ୍ରମ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ହାତ କୁଣ୍ଡେଇ ହୁଏ ତେବେ ଧନପ୍ରାପ୍ତିର ଯୋଗ ରହିଛି ବୋଲି ଜାଣିବେ ।

ପଢନ୍ତୁ ;୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ୪ ଜଣ ଓଡିଆ ପ୍ରଭାବଶାଳୀ ବ୍ୟକ୍ତି

Related posts

ଭଗବାନ କୃଷ୍ଣ କଳି ଯୁଗ ବିଷୟରେ ପଞ୍ଚୁ ପାଣ୍ଡବଙ୍କୁ କଣ କହିଥିଲେ ? ଆସନ୍ତୁ ଜାଣିବା

ENO Beuro

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମହୁ ରଖିଲେ କଣ ଲାଭ ହୁଏ ଜାଣନ୍ତୁ?

ENO Beuro

ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କି ? ତେବେ କ ‘ ଣ କଲେ ଏହା ଦୂର ହେବ ଜାଣନ୍ତୁ

ENO Beuro

1 comment

Leave a Comment