ବାସ୍ତୁଶାସ୍ତ୍ର ଅନୁସାରେ ବ୍ୟବସାୟରେ ହେଉଥିବା କ୍ଷତିକୁ କିପରି ଦୂର କରିପାରିବେ?ଜାଣନ୍ତୁ

ବାସ୍ତୁଶାସ୍ତ୍ର ଜରିଆରେ ବ୍ୟବସାୟରେ ହେଉଥିବା କ୍ଷତିକୁ କରନ୍ତୁ ଦୂର

ଆଗାମୀ କାଳରୁ ବାସ୍ତୁ ଉପରେ ଆମମାନେ ବିଶ୍ଵାସ କରି ଆସୁଛୁ । ବ୍ୟବସାୟରେ କ୍ଷତି ହେଲେ ମଧ୍ୟ ତାହାକୁ ଆମେ ବାସ୍ତୁ ଦୋଷ ବୋଲି ବିଚାର କରିଥାଉ।ଆପଣ ବି ଯଦି ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି,ତାହେଲେ ନିଜ ବାସ୍ତୁକୁ ନେଇ ଟିକେ ପରୀକ୍ଷା ନିରୀକ୍ଷା କରନ୍ତୁ ଏବଂ ଏଭଳି କିଛି ପଦ୍ଧତି ଅବଲମ୍ବନ କରନ୍ତୁ ଯାହା ଦ୍ଵାରା ଆପଣ ଉପକୃତ ହେବେ। ତାହେଲେ  ଆସନ୍ତୁ ଜାଣିବା ଏଭଳି କିଛି ପଦ୍ଧତି ଯାହା ଅବଲମ୍ବନ କରି ଆପଣ ବ୍ୟବସାୟରେ ହେବେ ଲାଭବାନ।

  • ପଇସା ଓ ଦରକାରୀ ଜିନିଷକୁ ଆଲମାରୀର ଉତ୍ତର ଦିଗ ରେ ରଖନ୍ତୁ।
  • ଆପଣ ବସିବା ଜାଗା ପଛରେ ମନ୍ଦିର ରହିବା ଅନୁଚିତ।
  • ବସି କାମ କରୁଥିବା ଟେବୁଲ ସବୁବେଳେ ଆୟତକାର ହୋଇଥିବା ଦରକାର।
  • ବିକ୍ରି ସାମାନ ରଖୁଥିବା ଆଲମୀରା ବା ସେଲ୍ଫ  ଗୁଡିକୁ ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ।
  • ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସନ୍ତୁ।
  • କାର୍ଯ୍ୟ।ଳୟର କେନ୍ଦ୍ର ସ୍ଥାନକୁ ଖାଲି ରଖନ୍ତୁ। ସେଠାରେ କୌଣସି ବସ୍ତୁ ରଖନ୍ତୁ ନାହିଁ ।
  • ରିସେପ୍ଶନ ଓ ଆକାଉଣ୍ଟ ଡିପାର୍ଟମେଣ୍ଟକୁ  ଉତ୍ତର -ପୂର୍ବ ଦିଗରେ ରଖନ୍ତୁ।

 

ପଢନ୍ତୁ:ଓୟୁଏଟିର ନୂତନ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More