• Home
  • ASTRO
  • VASTU
  • ଘରେ ଏହି ଛୋଟଛୋଟ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ , ନଚେତ ହୋଇପାରେ ବଡ ସମସ୍ୟା
VASTU

ଘରେ ଏହି ଛୋଟଛୋଟ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ , ନଚେତ ହୋଇପାରେ ବଡ ସମସ୍ୟା

ଘରୁ ବାସ୍ତୁ ଦୋଷ ଦୂର କରିବା ପାଇଁ ଆମେ ଅନେକ ଉପାୟ ଅନେକ ଚେଷ୍ଟା କରିଥାଉ । ମାତ୍ର ବେଳେବେଳେ କିଛି ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେଇ ନ ଥାଉ । ଯାହାଫଳରେ ଆମେ ଅନେକ ବଡ ସମସ୍ୟା ର ସମ୍ମୁଖୀନ ହୋଇଥାଉ । ତେବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ :-

  • ଘରର ମୁଖ୍ୟ ଦ୍ୱାର ପାଖରେ ଡଷ୍ଟବିନ୍‌ ରଖନ୍ତୁ ନାହିଁ। କୁହାଯାଏ ଏହା କଲେ ପୋଡ଼ଶୀ ଆପଣଙ୍କର ଶତ୍ରୁ ହୋଇଯାଆନ୍ତି।
  • ଅଇଁଠା ବାସନ ରଖନ୍ତୁ ନାହିଁ। ଯଦି ଆପଣ ଅଇଁଠା ବାସନ ମାଜି ନ ପାରୁଛନ୍ତି, ତା’ହେଲେ କେବଳ ପାଣିରେ ଧୋଇ ରଖି ଦିଅନ୍ତୁ। ଏହାଦ୍ୱାରା ଧନହାନୀରୁ ବଞ୍ଚି ଯିବେ।
  • ସୂର୍ଯ୍ୟାସ୍ତ ସମୟରେ କାହାକୁ କ୍ଷୀର, ଦହି ଓ ପିଆଜ ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରର ସୁଖ ସମୃଦ୍ଧି ହ୍ରାସ ହୋଇଥାଏ।
  • ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ଏକ ବାଲ୍‌ଟି ପାଣି ଭରି ରଖନ୍ତୁ। ଏହା ଦ୍ୱାରା ଋଣଭାରରୁ ଆପଣ ମୁକ୍ତି ପାଇପାରିବେ। ଏହା ସହ ଗାଧୋଇବା ଘରେ ଏକ ବାଲ୍‌ଟି ପାଣି ଭର୍ତ୍ତି କରି ରଖନ୍ତୁ। ଆପଣଙ୍କ ଜୀବନର ଉନ୍ନତି ପାଇଁ ରାସ୍ତା ଖୋଲିଯିବ।
  • ବିଛଣାରେ ବସି କେବେ ଖାଇବେ ନାହିଁ। ଏହାଦ୍ୱାରା ଘରେ ଅଶାନ୍ତି ଲାଗି ରହିବ। ଘରର ଋଣ ଭାର ବଢ଼ିବ।

ପଢନ୍ତୁ, ୨୭ ନଭେମ୍ବର, ସୋମବାର – ରାଶିଫଳ

Related posts

ସତର୍କ ରୁହନ୍ତୁ , ଘରେ ଏହି ସବୁ ଫଟୋ ଥିଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ

Krishna Kumar Manoj

କେଉଁ ରାଶିର ଝିଅ ପୁଅଙ୍କୁ ବେଶୀ ଆକର୍ଷିତ କରିଥାନ୍ତି ଜାଣନ୍ତୁ ? 

Krishna Kumar Manoj

ଶାସ୍ତ୍ର ଅନୁଯାୟୀ ଏହି କଥା ମାନିଲେ ଆପଣଙ୍କୁ ନିଶ୍ଚିନ୍ତ ମିଳିବ ସଫଳତା !

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More