VASTU

ଆସନ୍ତୁ ଜାଣିବା ଲୁଣର ବ୍ୟବହାର ଦ୍ଵାରା କେମିତି ଦୂର କରାଯାଇପାରିବ ବାସ୍ତୁ ଦୋଷ

ମାନବ ଜୀବନ ନିମନ୍ତେ ଲୁଣ ଏକ ଅପରିହାର୍ଯ୍ୟ ଉପାଦାନ ଓ ମୌଳିକ ସ୍ୱାଦ ନିମନ୍ତେ ଏହା ଅତ୍ୟନ୍ତ ଆବଶ୍ୟକ।  ତେବେ ଖାଦ୍ୟରେ ଲୁଣର ବ୍ୟବହାର ବ୍ୟତୀତ ଏହାର ଅନ୍ୟାନ୍ୟ ବ୍ୟବହାର ମଧ୍ୟ ରହିଛି।

ଆସନ୍ତୁ ଜାଣିବା କିପରି ଲୁଣ ସହାୟତାରେ ବାସ୍ତୁଦୋଷ ଦୂର କରିହେବ:-

  1. ଝିଅ ବିଦା ହେବା ସମୟରେ ଲୁଣ ମୁଣି ଗୋଟେ ତା ହାତରେ ଦେଲେ ଉଭୟ ପରିବାରରେ ଥିବା ସମସ୍ତ ନେଗେଟିଭ ଶକ୍ତି ଦୂର ହୋଇଥାଏ।
  2. ସ୍ନାନ କରିବା ସମୟରେ ପାଣିରେ ଚିମୁଟାଏ ଲୁଣ ପକେଇଲେ  ଶରୀରକୁ ପ୍ରବେଶ କରିଥିବା ନକରାତ୍ମକ ଶକ୍ତିମାନେ ଦୂରେଇଯାନ୍ତି।
  3. ରାତିରେ ଶୋଇବା ପୂର୍ବରୁ ସବୁ ଘରେ ଲୁଣ ଛିଞ୍ଚିଦେଇ ସକାଳୁ ଝାଡୁ ଦେଇ ଧୁଳି ସହ ଏହି ଲୁଣକୁ ମଧ୍ୟ ଘରୁ  ବାହାରକୁ ଫିଙ୍ଗିଦିଅନ୍ତୁ।ଘରୁ ନେଗେଟିଭ ଶକ୍ତି ବାହାରି ଯିବ।
  4. ପ୍ରତିଦିନ ୧୫ମିନଟ ଲୁଣପାଣିରେ ଗୋଡ ବୁଡେଇକି ରଖିଲେ ସମସ୍ତ ମାନସିକ ଦୁଶ୍ଚିନ୍ତା ଦୂର ହୋଇଯାଇଥାଏ।

 

ପଢନ୍ତୁ:ମର୍ମନ୍ତୁଦ ସଡକ ଦୁର୍ଘଟଣା:ଯୁବକଙ୍କ ଉପରେ ଚଢିଗଲା ବସ

Related posts

ଆସନ୍ତୁ ଜାଣିବା ଦିଗ ଅନୁଯାଇ ଶୋଇବାର ସଠିକ ଶୈଳୀ କିପରି ହେବା ଉଚିତ

Ratnamani Moharana

ଏକାଦଶୀରେ କାହିଁକି ଭାତ ଖାଇବା କଥା ନୁହେଁ? ଜାଣନ୍ତୁ

ENO Beuro

ସକାଳୁ ଉଠି କେଉଁ କାମ କଲେ ଭବିଷ୍ୟତ ଉଜ୍ଵଳ ହେବ! ଜାଣନ୍ତୁ

ENO Beuro

Leave a Comment