Loading...

ବାସ୍ତୁ

ବୈବାହିକ ଜୀବନରେ ଫାଟ, ଜାଣନ୍ତୁ ବାସ୍ତୁ ଟିପ୍ସ ଆପଣାଇ କିପରି ଆଣିବେ ସୁଧାର

ବୈବାହିକ ଜୀବନରେ ଫାଟ, ଜାଣନ୍ତୁ ବାସ୍ତୁ ଟିପ୍ସ ଆପଣାଇ କିପରି ଆଣିବେ ସୁଧାର

ବୈବାହିକ ଜୀବନରେ ସବୁବେଳେ ଲାଗୁ ରହୁଛି ମନାନ୍ତର, ମତାନ୍ତର। ଦୂର ହେଉନି ଅଶାନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ, ଭଲ ପାଇବା ବଦଳରେ ବଢି ଯାଇଛି ରାଗରୁଷା, ମାନ ଅଭିମାନ। ଯେତେ ଚେଷ୍ଟା କଲେ ବି ସମ୍ପର୍କ ସୁଧୁରିବା ନାଁ ଧରୁନି। କାହାକୁ ଏହାର ଦୋଷ ଦେବେ ।

ଜାଣନ୍ତୁ କିପରି ଭାବେ ଫୁଲ ତୋଳିଲେ କେଉଁ ପୁଣ୍ୟ ମିଳେ

ଜାଣନ୍ତୁ କିପରି ଭାବେ ଫୁଲ ତୋଳିଲେ କେଉଁ ପୁଣ୍ୟ ମିଳେ

ଆମେ ଆମର ଆରାଧ୍ୟ ଦେବତାଙ୍କୁ ଫୁଲ ବା ଫୁଲମାଳ ଦେଇ ପୂଜାର୍ଚ୍ଚନା କରିଥାଉ। ବିଶ୍ବାସ କରୁ ଯେ ଏହା ଦ୍ବାରା ଆମର ପୁଣ୍ୟ ଅର୍ଜନ ହୁଏ। କିନ୍ତୁ ଶାସ୍ତ୍ର ମତରେ ଏହି ପୂଜାଫୁଲ ତିନି ପ୍ରକାରର। ଏଥିରୁ ମିଳୁଥିବା ପୁଣ୍ୟ ବି ତ୍ରିବିଧ।

ବିପଦ ଆସିବା ଆଗରୁ ମିଳିଥାଏ ଏହି ସବୁ ଅଶୁଭ ସଙ୍କେତ

ବିପଦ ଆସିବା ଆଗରୁ ମିଳିଥାଏ ଏହି ସବୁ ଅଶୁଭ ସଙ୍କେତ

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଶୁଭ ଓ ଅଶୁଭ ଦୁଇଟି ଯାକ ଘଟଣା ଘଟିଥାଏ। ହେଲେ ଆପଣ ଜାଣନ୍ତି କି, ଆମ ଜୀବନରେ ଘଟିବାକୁ ଥିବା କିଛି ଅଶୁଭ ଘଟଣା ପୂର୍ବରୁ କିଛି ସଙ୍କେତ ମିଳିଥାଏ। ତେବେ ଆସନ୍ତୁ ଆଜି କେତେକ ଅଶୁଭ ଶଙ୍କେତ ବିଷୟରେ ।

ଯେତେ ବି ପୂଜା କରିଥାନ୍ତୁ ନା କାହିଁକି ଏହି ଗୋଟିଏ ଉପାୟ ନକଲେ ନିଷ୍ଫଳ ହୋଇଥାଏ ଆପଣଙ୍କ ପୂଜାଅର୍ଚ୍ଚନା

ଯେତେ ବି ପୂଜା କରିଥାନ୍ତୁ ନା କାହିଁକି ଏହି ଗୋଟିଏ ଉପାୟ ନକଲେ ନିଷ୍ଫଳ ହୋଇଥାଏ ଆପଣଙ୍କ ପୂଜାଅର୍ଚ୍ଚନା

ଭଗବାନଙ୍କ ପ୍ରତି ଭକ୍ତି ଏବଂ ଆସ୍ଥା ରଖି ପ୍ରତ୍ୟେକ ମଣିଷ ପୂଜା କରନ୍ତି ଯାହା ସେମାନଙ୍କୁ ଆନ୍ତରିକ ଶକ୍ତି ପ୍ରଦାନ କରିଥାଏ ଏବଂ ମନୋବଳ ଦ୍ରୁଢ଼ କରିଥାଏ।

ଆପଣଙ୍କୁ ସଫଳତା ଦେବ ବାସ୍ତୁର ଏହି ଉପାୟ

ଆପଣଙ୍କୁ ସଫଳତା ଦେବ ବାସ୍ତୁର ଏହି ଉପାୟ

ଯଦି କୌଣସି ଘରେ ବାସ୍ତୁ ଦୋଷ ରହିଥିବ ତେବେ ଆପଣ ଯେତେ ପରିଶ୍ରମ କଲେ ବି ସଫଳତା ହାସଲ ହେବ ନାହିଁ । କାରଣ ବାସ୍ତୁ ଦୋଷ ହିଁ କୌଣସି ସଫଳ କାର୍ଯ୍ୟ କରିବାକୁ ଦିଏ ନାହିଁ ।

ରାତିରେ ଶୋଇବା ସମୟରେ ଭୁଲରେ ବି ନିଜ ପାଖରେ ଏହିସବୁ ଜିନିଷ ରଖନ୍ତୁ ନାହିଁ

ରାତିରେ ଶୋଇବା ସମୟରେ ଭୁଲରେ ବି ନିଜ ପାଖରେ ଏହିସବୁ ଜିନିଷ ରଖନ୍ତୁ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ଖାସକରି କିଛି ଜିନିଷ ରାତ୍ରି ସମୟରେ ନିଜ ଠାରୁ ଦୂରରେ ରଖିବାର ଉପଦେଶ ଦିଆ ଯାଇଛି । ରାତ୍ରି ସମୟରେ କିଛି ଜିନିଷ ଏମିତି ଅଛି , ଯାହାକୁ କି ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ ।

ସକାଳୁ ଉଠିବା ପରେ ୨ ମିନିଟ୍ କରନ୍ତୁ ଧ୍ୟାନ

ସକାଳୁ ଉଠିବା ପରେ ୨ ମିନିଟ୍ କରନ୍ତୁ ଧ୍ୟାନ

ସ୍କୁଲ୍‌ କଲେଜ୍‌, ଅଫିସ୍‌ ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ସକାଳୁ ଯିବାର ଥିଲେ ଆପଣ ସକାଳୁ ଉଠି ଶୀଘ୍ର କାମ ସାରି ବାହାରି ଯାଆନ୍ତି। ସକାଳେ ପ୍ରାୟ ବହୁତ ଲୋକଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ସମୟ ନ ଥାଏ।

ଯଦି ବାଟରେ ବିଲେଇ ଆପଣଙ୍କ ରାସ୍ତା କାଟେ, ତାହେଲେ ଜାଣନ୍ତୁ କଣ କହୁଛି ଶାସ୍ତ୍ର

ଯଦି ବାଟରେ ବିଲେଇ ଆପଣଙ୍କ ରାସ୍ତା କାଟେ, ତାହେଲେ ଜାଣନ୍ତୁ କଣ କହୁଛି ଶାସ୍ତ୍ର

ଅଧିକାଂଶ ଲୋକମାନେ ରାସ୍ତାରେ ବିଲେଇ ପାସ୍‌ କରିବାକୁ ଅଶୁଭ ବୋଲି ମାନିଥାନ୍ତି। କିନ୍ତୁ ପ୍ରତ୍ୟେକ ଥର ରାସ୍ତାରେ ବିଲେଇ ପାସ୍‌ କରିବାର ଅଥଁ ନୁହେଁ ଆପଣଙ୍କ ସହ କିଛି ଖରାପ ହେବ।

>