Loading...

ବାସ୍ତୁ

ରୁଦ୍ରାକ୍ଷରୁ ସଫଳତା – କ୍ୟାରିୟରରେ ସଫଳତା ପାଇଁ କେଉଁ ରୁଦ୍ରାକ୍ଷ ପିନ୍ଧିବା ଉଚିତ

ରୁଦ୍ରାକ୍ଷରୁ ସଫଳତା – କ୍ୟାରିୟରରେ ସଫଳତା ପାଇଁ କେଉଁ ରୁଦ୍ରାକ୍ଷ ପିନ୍ଧିବା ଉଚିତ

କ୍ୟାରିୟରରେ ସଫଳତା ପାଇବାକୁ, ଅନେକ ଲୋକ ରାଶି ଅନୁଯାୟୀ ମହଙ୍ଗା ରତ୍ନ ପିନ୍ଧନ୍ତି। କିନ୍ତୁ ଯଦି ଆପଣ ଚାହାଁନ୍ତି, ରତ୍ନ ବଦଳରେ, ଆପଣ ରୁଦ୍ରାକ୍ଷ ସହିତ କ୍ୟାରିୟରରେ ସଫଳତା ପାଇପାରିବେ, ଏହା ହେଉଛି ଜ୍ୟୋତିଷ ଶାସ୍ତ୍ରର ମତ। ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ ସଫଳତା ପାଇଁ କେଉଁ ରୁଦ୍ରକଳା ପିନ୍ଧିବା ଉଚିତ୍।

ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ କରେ ସିନ୍ଦୂର

ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ କରେ ସିନ୍ଦୂର

ସିନ୍ଦୂର ହେଉଛି ସଧବାଙ୍କର ମୁଖ୍ୟ ଶୃଙ୍ଗାର। କିନ୍ତୁ ଜାଣିଛନ୍ତି କି, ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସିନ୍ଦୂର ଦ୍ବାରା ଦୂର ହୋଇପାରିବ।

ଶନିବାରରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ

ଶନିବାରରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ

ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ବାର ମଧ୍ୟରୁ ମଙ୍ଗଳ ବାରର ବିଶେଷ ମହତ୍ୱ ରହିଛି । ମଙ୍ଗଳବାରର କାରକ ଗ୍ରହ ହେଉଛନ୍ତି ମଙ୍ଗଳ । ଶାସ୍ତ୍ର ଅନୁଯାୟୀ ଏହି ଦିନ କିଛି କାମ କରିବା ପାଇଁ ମନା କରାଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହିସବୁ କାମ, ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ସୁନା ଭଳି ଚମକି ଉଠିବ

କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହିସବୁ କାମ, ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ସୁନା ଭଳି ଚମକି ଉଠିବ

କାର୍ତ୍ତିକ ମାସରେ ପୂର୍ଣ୍ଣିମା ତିଥିକୁ ଯାହାକୁ ଡ଼ଙ୍ଗା ଭସା ପର୍ବ ଭାବରେ ପାଳନ କରାଯାଏ। ଏହି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଆସନ୍ତା ୩୦ ତାରିଖ ସୋମବାର ଦିନ ପାଳନ କରାଯିବ। ଏହି ଦିନ ସକାଳୁ ସ୍ନାନ କରି ଡ଼ଙ୍ଗା ଭସାଇ ଏବଂ ଦେବୀ ଦେବତା ମାନଙ୍କର ଦର୍ଶନ କରିବା ଦ୍ୱାରା କୋଟି କୋଟି ପୁଣ୍ୟ ମିଳିଥାଏ।

ନିଜ ଘରକୁ ବାସ୍ତୁ ଦୋଷରୁ ଦୂରେଇ ରଖିବା ପାଇଁ କରନ୍ତୁ ଏହି କାମ

ନିଜ ଘରକୁ ବାସ୍ତୁ ଦୋଷରୁ ଦୂରେଇ ରଖିବା ପାଇଁ କରନ୍ତୁ ଏହି କାମ

ଜ୍ୟୋତିଷ ଶାସ୍ତ୍ର ମାନ୍ୟତା ଅନୁସାରେ ସବୁ ବ୍ୟକ୍ତିକୁ ତାର ଘର ବନାଇବ ଆଗରୁ ପ୍ରଥମେ ଏହି କଥାକୁ ଧ୍ୟାନ ରଖିବା ଦରକାର, କି ତାଙ୍କ ଘର ବାସ୍ତୁଦୋଷ ମୁକ୍ତ ଅଛି ।

ଏଥର ଦୀପାବଳିରେ ବାସ୍ତୁ ଅନୁସାରେ ପକାନ୍ତୁ ରଙ୍ଗୋଲି, ହେବ ମା’ ଲକ୍ଷ୍ମୀଙ୍କ ଆଗମନ

ଏଥର ଦୀପାବଳିରେ ବାସ୍ତୁ ଅନୁସାରେ ପକାନ୍ତୁ ରଙ୍ଗୋଲି, ହେବ ମା’ ଲକ୍ଷ୍ମୀଙ୍କ ଆଗମନ

ଦୀପାବଳିରେ ପ୍ରାୟ ସମସ୍ତେ ନିଜ ଘରକୁ ସଜେଇଥାନ୍ତି । କିଏ ନିଜ ଘରକୁ ଆଲୋକମାଳାରେ ସଜାଏଥାଏ ତ କିଏ ଦୀପ ଜାଳୀ ତ ପୁଣି କିଏ ଫଲ ପତ୍ରରେ ଘରକୁ ସଜାଇଥାଏ ।

ଘରର କେଉଁ ଦ୍ଵାରରେ କଳସ ରଖିବା ଦ୍ଵାରା ବଦଳିଯିବ ଭାଗ୍ୟ

ଘରର କେଉଁ ଦ୍ଵାରରେ କଳସ ରଖିବା ଦ୍ଵାରା ବଦଳିଯିବ ଭାଗ୍ୟ

ବାସ୍ତୁ ଶାସ୍ତ୍ର ଅନୁସାରେ ଧନବାନ ହେବା ପାଇଁ ଅନେକ ଉପାୟ ଗୁଡ଼ିକ ରହିଛି। ଏହି ଉପାୟ ଗୁଡ଼ିକ ବହୁତ ପ୍ରଭାବୀ ଅଟେ। ସେଥିମଧ୍ୟରୁ ଗୋଟେ ହେଉଛି କଳସର ଏକ ଉପାୟ। ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ଉପାୟ ଗୁଡ଼ିକୁ ପ୍ରୟୋଗ କରି ବ୍ୟକ୍ତି ଲାଭବାନ ହୋଇ ପାରିବେ।

>