ହାତୀ ଆଣିଦେବ ଜୀବନରେ ସୁଖ ସମୃଦ୍ଧି
ପିଲାଙ୍କ ଏକାଗ୍ରତା ବଢ଼ାଇବା ପାଇଁ ଆପଣ ସେମାନଙ୍କ ରୁମ୍ରେ ଏହାର ପେଣ୍ଟିଂ ବା ଖେଳନା ରଖିପାରିବେ । ଯଦି ସମ୍ଭବ, ଆପଣ ଏହାକୁ ପିଲାଙ୍କ ଷ୍ଟଡି ଟେବୁଲ ଉପରେ ଖେଳନା ଭାବରେ ରଖିପାରିବେ ।
Loading...
ପିଲାଙ୍କ ଏକାଗ୍ରତା ବଢ଼ାଇବା ପାଇଁ ଆପଣ ସେମାନଙ୍କ ରୁମ୍ରେ ଏହାର ପେଣ୍ଟିଂ ବା ଖେଳନା ରଖିପାରିବେ । ଯଦି ସମ୍ଭବ, ଆପଣ ଏହାକୁ ପିଲାଙ୍କ ଷ୍ଟଡି ଟେବୁଲ ଉପରେ ଖେଳନା ଭାବରେ ରଖିପାରିବେ ।
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ ।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।
ଜୀବନକାଳ ମଧ୍ୟରେ ନିଜେ ଘରଟିଏ କରିବାର ସ୍ୱପ୍ନ ପ୍ରାୟ ସମସ୍ତଙ୍କର ଥାଏ। କିଏ ଘର କିଣିବା ପାଇଁ ଲକ୍ଷ୍ୟ ରଖିଥା’ନ୍ତି ତ କିଏ ଜାଗା କିଣି ନିଜେ ଘର କରିବାକୁ ଇଚ୍ଛା କରନ୍ତି। ତେବେ ଘରଟିଏ କିଣିବା ପୂର୍ବରୁ ବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କୁହାଯାଏ।
ସାଧାରଣତଃ ଦେଖିବାକୁ ମିଳେ ଘରେ ଛୋଟ ପିଲା ଥିଲେ ତା‘ର ଦେହ ବାରମ୍ବାର ଖରାପ ହୋଇଥାଏ। ଏପରିକି ବେଳେବେଳେ ପିଲାକୁ ଔଷଧ ଦେବା ପରେ ମଧ୍ୟ ତାହା କାମ କରେ ନାହିଁ। ବାସ୍ତବରେ ଶିଶୁ ବା ଛୋଟପିଲାମାନଙ୍କୁ ବାରମ୍ବାର ଲୋକଙ୍କ ଖରାପ ନଜର ଲାଗିଥାଏ।
ରାତିରେ ନଖ କାଟିବା ଉଚିତ କିମ୍ବା ଉଚିତ ନୁହେଁ, ତାହାକୁ ନେଇ ସବୁବେଳେ କିଛି ନା କିଛି ଦ୍ୱନ୍ଦ୍ୱ ରହିଥାଏ। ରାତିରେ ନଖ ନ କାଟିବା ପାଇଁ ଘରର ଗୁରୁଜନମାନେ କହିଥାନ୍ତି।
ପ୍ରତ୍ୟେକ ଘରମାନଙ୍କରେ ଦେବା-ଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ଶାସ୍ତ୍ର ଅନୁସାରେ ଦିନକୁ ଦୁଇ ଥର ମାନେ ସକାଳ ଏବଂ ସନ୍ଧ୍ୟାରେ ଭଗବାନଙ୍କ ପୂଜା କରିବା ଉଚିତ୍ । ଘରେ ଭଗବାନ୍ ଙ୍କ ପୂଜା କରିବା ଦ୍ୱାରା ଅନେକ ଲାଭ ହୋଇଥାଏ ।