News

‘ଫନି’ ପାଇଁ ପରିବା ଚଢା ଦାମରେ ବିକୁଛନ୍ତି ବ୍ୟବସାୟୀ

ପାଖେଇ ଆସୁଛି ସମ୍ଭାବ୍ୟ ବାତ୍ୟା ଫନି ଓଡିଶାବାସୀ ଭୟଭୀତ ଓ ଆଶଙ୍କାରେ। ପାଣିପାଗ ସୂଚନାଅନୁଯାୟୀ ଏହା ଫାଇଲିନ ପରି ରଚିବ ତାଣ୍ଡବଲୀଳା। ‘ଫନି’ର ମୁକାବିଲା କରିବା ପାଇଁ ରାଜ୍ୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରଯାଇଛି। ‘ଫୋନି’ ପାଇଁ ପରିବା ବଜାରରେ ପରିବା ଦାମ ଚଢା କରିଦେଇଛନ୍ତି ପରିବା ବ୍ୟବସାୟୀ

ସମ୍ଭାବ୍ୟ ବାତ୍ୟା ଫନିକୁ ନେଇ ଲୋକ ଆଶଙ୍କାରେ ଥିଲାବେଳେ ଏହାର ମୁକାବିଲା ନିମନ୍ତେ ଆରମ୍ଭ କରିଦେଇଛନ୍ତି ପୂର୍ବପ୍ରସ୍ତୁତି । ଅତ୍ୟାବଶ୍ୟକ ଖାଦ୍ୟ ଯୋଗାଡ କରିବାରେ ଲାଗିପଡିଛନ୍ତି ଗାଁରୁ ସହରର ସମସ୍ତେ। ତେବେ ଭୁବନେଶ୍ବରରେ ପରିବାଦର ଆଶାତୀତ ବୃଦ୍ଧି ପାଇନଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ପରିବା ଦର ବଢୁଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟବସାୟୀମାନେ ଆଳୁ କିଲୋ ପିଛା ୨୫ ଟଙ୍କା ଓ ଟମାଟୋ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରୁଥିବା ଗ୍ରାହକ କହିଛନ୍ତି।
ପଢନ୍ତୁ: ‘ଫନି’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

Related posts

ଶ୍ରୀହରିକୋଟାରୁ ପିଏସଏଲଭି ସି-୪୬ର ସଫଳ ପରୀକ୍ଷଣ

Ratnamani Moharana

ମହାପୁରୁଷଙ୍କୁ ଅପମାନ: ଲେନିନ୍‌ ,ପେରିୟାରଙ୍କ ପରେ ଆମ୍ବେଦକର ଓ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଲେ

ENO Beuro

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅଗ୍ନିକାଣ୍ଡ, ୫ ମୃତ

ENO Beuro

Leave a Comment