EnewsOdia.Com

ହାତରେ ଦା’ ଧରି ଖେତରେ ଚାଷ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ହେବ ତ ଏମିତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନୀସ୍ୱାମୀ ତାମିଲନାଡୁର କୃଷକମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜେ ଦା’ ଧରି ଖେତରେ ଚାଷ କରୁଛନ୍ତି ।

ପଲାନୀସ୍ୱାମୀଙ୍କ ଏମିତି ଏକ ଫଟୋକୁ ଉପରାଷ୍ଟପତି ଭେଙ୍କୟା ନାଇଡୁ ନିଜେ ଟ୍ୱିଟ୍ କରି ସେୟାର କରିଛନ୍ତି । ଏଥି ସହିତ ଉପରାଷ୍ଟପତି ଲେଖିଛନ୍ତି, ଏହା ଦେଖି ଖୁସି ଅନୁଭବ ହେଉଛି ଯେ, ଜଣେ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ପଲାନୀସ୍ୱାମୀ ଜଣେ ସାଧାରଣ କୃଷକ ଭଳି କ୍ଷେତରେ ଚାଷ କରଉଛନ୍ତି ଏବଂ ସେ ନିଜ ପରମ୍ପରାକୁ ମଧ୍ୟ ଭୁଲି ନାହାନ୍ତି ।

ଉପରାଷ୍ଟ୍ରପତିଙ୍କ ଏଭଳି ଟ୍ୱିଟ୍ ରେ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ଏବଂ ସେ ନିଜ ରାଜ୍ୟରେ କୃଷିର ବିକାଶ ଓ ଦଳିତଙ୍କ ଉତଥାନ ପାଇଁ ଅଧିକ ଧ୍ୟାନ କେନ୍ଦ୍ରିତ କାରିବାକୁ ପ୍ରତିଶୃତି ଦେଇଛନ୍ତି ।
ପଢନ୍ତୁ: ସିଦ୍ଧିବିନାୟକ ମନ୍ଦିରକୁ ୩୫ କେଜି ସୁନା ଦାନ କଲେ ଶ୍ରଦ୍ଧାଳୁ

ସମ୍ବନ୍ଧିତ ଖବର

ସୋସିଆଲ ମିଡିଆରେ ଝଡ ସୃଷ୍ଟି କଲା ‘Amul India’ ର ଏହି କାର୍ଟୁନ

Ratnamani Maharana

ରିଲାଏନ୍ସ କମ୍ପାନୀରୁ ଇସ୍ତଫା ଦେଲେ ଅନିଲ ଅମ୍ବାନିଙ୍କ ଦୁଇ ପୁଅ

Ratnamani Maharana

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ

Ratnamani Maharana

ଏଣିକି ରେଳରେ ଛେପ ପକାଇଲେ ଯାତ୍ରୀ ଗଣିବେ ତଣ୍ଡ

Ratnamani Maharana

ମାଗଣା ସେବା ଦେଉଛି ରାପିଡୋ

Ratnamani Maharana

ପଢନ୍ତୁ ଦୁଷ୍କର୍ମ ପରେ ଜୀବନର ଶେଷ ୬ଟି ଚିଠିରେ କଣ ଲେଖିଥିଲେ ନିର୍ଭୟା

Ratnamani Maharana