Loading...

ଚିରନିଦ୍ରାରେ ଭେଟେରାନ ବଲିଉଡ୍ ଅଭିନେତା ଜୁନିଅର ମେହମୁଦ

ଚିରନିଦ୍ରାରେ ଭେଟେରାନ ବଲିଉଡ୍ ଅଭିନେତା ଜୁନିଅର ମେହମୁଦ

କ୍ୟାନସର ଲଢେଇରେ ହାରିଗଲେ ଅଭିନେତା ଜୁନିଅର ମେହମୁଦ୍ । ଗୁରୁବାର ରାତି ପ୍ରାୟ ୨ଟା ବେଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।

କ୍ୟାନସର ଲଢେଇରେ ହାରିଗଲେ ଅଭିନେତା ଜୁନିଅର ମେହମୁଦ୍ । ଗୁରୁବାର ରାତି ପ୍ରାୟ ୨ଟା ବେଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ  ହୋଇଥିଲା। 

Screenshot 2023-12-08 100214
 

ଶୁକ୍ରବାର ନମାଜପାଠ ପରେ ତାଙ୍କ ମରଶରୀରକୁ ଜୁହୁ କବରସ୍ଥାନରେ କବର ଦିଆଯିବ।୧୯୫୬ ମସିହା ନଭେମ୍ବର ୧୫ରେ ଜନ୍ମିତ ‘ଜୁନିଅର୍‌ ମେହ୍‌ମୁଦ୍‌’ଙ୍କ ଅସଲ ନାଁ ହେଉଛି ନଇମ୍‌ ସୟେଦ୍‌।

Screenshot 2023-12-08 100227
 

ସୂଚନାନୁସାରେ, ୬୦ ଓ ୭୦ ଦଶକର ବେଶ୍ ଚର୍ଚ୍ଚିତ ଶିଶୁ କଳାକାର ଥିଲେ ଜୁନିଅର ମେହମୁଦ୍ । କାରଭାଁ, ହାଥୀ ମେରେ ସାଥୀ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିୟନର ଜାଦୁ ଦେଖିବାକୁ ମିଳିଥିଲା । ମେରା ନାମ ଜୋକରରେ ବି ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା । ୪ ଦଶନ୍ଧିର କ୍ୟାରିଅରରେ ସେ ପ୍ରାୟ ୨୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି  ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.