Entertainment

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସାମିଙ୍କ ପରଲୋକ

ବର୍ଷିଆନ ଅଭିନେତ୍ରୀ ସାମିଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଜଣେ ବର୍ଷିଆନ ଅଭିନେତ୍ରୀ ସାମି ଓରଫ ନରଗିଶ ରାବାଡିଙ୍କର ଆଜି ସକାଳେ ଦେହାନ୍ତ ହୋଇଥିବା ଜଣାଯାଇଛି । ସେ ସାମି ଆଂଟି ନାମରେ ସେ ବେଶ ପରିଚିତ ଥିଲେ । ୧୯୩୧ ମସିହାରେ ଜନ୍ମଗ୍ରହଣ କରଥିଲେ ସାମି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା ।

ସାମି ୨ ଶହରୁ ଅଧିକ ହିନ୍ଦି ଚଳଚ୍ଚିତ୍ରରେ ଅଭିନୟ କରିବା ସହ ବହୁ ହିନ୍ଦି ସିରିଏଲରେ ମଧ୍ୟ ଅଭିନୟ କରିଥିଲେ । ସେ କୁଲି ନମ୍ବର ଓ୍ଵାନ୍‌, ହମ୍‌,ଗୋପୀକିଶନ୍‌,ହମ୍‌ ସାଥ୍‌ ସାଥ୍‌ ହେ ଭଳି ବ୍ଲକବଷ୍ଟ ସିନେମାରେ ଅଭିନୟ କରି ଥିଲେ ।  ତାଙ୍କୁ ଅନେକ ଟେଲି ଧାରାବାହିକରେ ବି ଦେଖିବାକୁ ମିଳିଥିଲା।

ସାମି ୨୦୧୩ ପର୍ୟ୍ୟନ୍ତ ଫିଲ୍ମ ଜଗତରେ ସକ୍ରିୟ ରହିଥିଲେ । ମାତ୍ର ଦେହ ଅସୁସ୍ଥତା କାରଣରୁ ସେ ପରେ ଅଭିନୟରୁ ଅବସର ନେଇଥିଲେ । ଅଭିନେତ୍ରୀ ସାମୀଙ୍କର ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି ।
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସାମିଙ୍କ ପରଲୋକ shammi
ପଢନ୍ତୁ ;

ରାଶିରୁ ଜାଣନ୍ତୁ ପ୍ରେମରେ ପଡିଲେ ଲୋକମାନେ କିପରି ବ୍ୟବହାର କରିଥାଆନ୍ତି

Related posts

ଏକାଠି ନଜର ଆସିବେ ଏହି ଯୋଡି ୧୫ ବର୍ଷ ପରେ

ENO Beuro

ବହୁତ ଦିନପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାନ୍ତ,ରଚନା ଏବଂ ଅନୁ

ENO Beuro

ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନର ଆୟ ୬.୮୨କୋଟି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More