News

ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେବେ ଭାଇସ୍‌-ଆଡମିରାଲ୍‌ କରମବୀର ସିଂ

ଭାରତର ତିନି ସେନା ମଧ୍ୟରୁ ନୌସେନା  ଏକ ମହତ୍ବପୂର୍ଣ ସେନା ଅଟେ। ଭାରତର ବର୍ତମାନ ଆଡମିରାଲ୍‌ ସୁନୀଲ ଲାନ୍‌ବା  ଆସନ୍ତା ମେ ୩୧ରେ ଅବସର ଗ୍ରହଣ କରିବେ। ଏହାପରେ ଭାଇସ୍‌-ଆଡମିରାଲ୍‌ କରମ୍‌ବୀର ସିଂ   ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ଦିଆଯିବ।

ତେବେ ଆଡମିରାଲ୍‌ ସୁନୀଲ ଲାନ୍‌ବାଙ୍କ ପରେ ଭାରତୀୟ ନୌସେନାର ମୁଖ୍ୟ ଭାଇସ୍‌-ଆଡମିରାଲ୍‌ କରମ୍‌ବୀର ସିଂ ଏପ୍ରିଲ ଏକରେ ଶପଥ  ଗ୍ରହଣ କରିବାନେଇ ସୂଚନା ରହିଛି। ତେବେ ବର୍ତ୍ତମାନ ଭାଇସ୍‌-ଆଡମିରାଲ୍‌ ସିଂ ବିଶାଖାପଟ୍ଟନମ୍‌ସ୍ଥିତ ଇଷ୍ଟର୍ଣ୍ଣ ନାଭାଲ୍‌ କମାଣ୍ଡର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟ କରୁଛନ୍ତି।
ପଢନ୍ତୁ: ଆଜିଠୁ ଇଣ୍ଡିଆନ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ: ପାକିସ୍ତାନରେ ହେବନି ପ୍ରସାରଣ

Related posts

ବିଚାରପତି ଲୋୟା ମାମଲା:ଏସଆଇଟି ତଦନ୍ତ ପାଇଁ ମନା କଲେ ସୁପ୍ରିମକୋର୍ଟ !

ENO Beuro

ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ ! କହିଲେ, ମୋ ବିରୋଧରେ କରାଯାଉଛି ଷଡଯନ୍ତ୍ର

ENO Beuro

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅଗ୍ନିକାଣ୍ଡ, ୫ ମୃତ

ENO Beuro

Leave a Comment