News

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

pre

ଭିଏତନାମ ରାଷ୍ଟ୍ରପତି ତ୍ରାନ୍‌ ଦାଇ କ୍ୱାଙ୍ଗ୍‌ଙ୍କର ଶୁକ୍ରବାର ସକାଳ ୧୦ଟା ୫ ମିନିଟରେ ପରଲୋକ ହୋଇଛି। ତାଙ୍କୁ ୬୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ସ୍ଥାନୀୟ ମିିଲିଟାରୀ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ଘରୋଇ ତଥା ବିଦେଶୀ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ କ୍ୱାଙ୍ଗ୍‌ଙ୍କ ପରଲୋକ ଘଟିଥିବା ଦେଶର ଖବର ସରବରାହ ସଂସ୍ଥା ପକ୍ଷରୁ କୁହାଯାଇଛି।

pre

ମୃତ୍ୟୁ ବେଳକୁ ତାଙ୍କ ୬୧ ବର୍ଷ ହୋଇଥିଲା । ଦୀର୍ଘ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ଥିବାରୁ ସେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଶୁକ୍ରବାର ହାନୋଇର ମିଲିଟାରୀ ହସ୍ପିଟାଲରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଭିଏତନାମର କୌଣସି ସର୍ବୋଚ୍ଚ ଶାସନ ବ୍ୟବସ୍ଥା ନାହିଁ । ଅଧିକାରିକ ଅନୁଯାୟୀ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କମୁ୍ୟନିଟି ପାର୍ଟିର ଅଧ୍ୟକ୍ଷର ନେତୃତ୍ୱ କରାଯାଇଥାଏ । ୨୦୧୬ରେ କ୍ୱାଙ୍ଗ ରାଷ୍ଟ୍ରପତିଭାବେ ନେତୃତ୍ୱ ନେଇଥିଲେ।

ପଢନ୍ତୁ; ସେପ୍ଟେମ୍ବର ୨୫ ତାରିଖରେ କୋହଲି, ଚାନୁ ପାଇବେ ଖେଳରତ୍ନ

Related posts

ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ENO Beuro

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଙ୍କ ଦ୍ଵିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ବିଳମ୍ଭ ଘଟିପାରେ

ENO Beuro

ଚତୁର୍ଥ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳାକୁ ଉଦଘାଟନ କରିବେ ରାଷ୍ଟ୍ରପତି

ENO Beuro

Leave a Comment