Entertainment News

ପରଲୋକରେ ବିନୋଦ ଖନ୍ନାଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳି

geeta

ଦିବଙ୍ଗତ ବଲିଉଡ୍‌ ଅଭିନେତା ବିନୋଦ ଖନ୍ନାଙ୍କର ପ୍ରଥମ ପତ୍ନୀ ତଥା ଅଭିନେତା ଅକ୍ଷୟ ଖନ୍ନାଙ୍କ ମା’ ଗୀତାଞ୍ଜଳିଙ୍କର ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମାଣ୍ଡୱାସ୍ଥିତ ଫାର୍ମହାଉସ୍‌ରେ ଶନିବାର ତାଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ସେ ହୃଦ୍‌ରୋଗରେ ପୀଡିତ ଥିଲେ। ପୁଲିସ୍‌ କହିବା ଅନୁଯାୟୀ, ଗୀତାଞ୍ଜଳି ଓ ତାଙ୍କର ଦୁଇ ପୁଅ ଅକ୍ଷୟ ଓ ରାହୁଲ ମାଣ୍ଡୱାସ୍ଥିତ ଫାର୍ମ ହାଉସ୍‌କୁ ନିୟମିତ ଯିବା ଆସିବା କରନ୍ତି।

geeta

ଉଲ୍ଲେଖଯୋଗ୍ୟ,ବିନୋଦ ଖାନ୍ନା ଗୀତିଞ୍ଜଳୀଙ୍କୁ ତାଙ୍କ କଲେଜ ଜୀବନ ୧୯୬୮ରେ ଭେଟିଥିଲେ। ସେମାନଙ୍କ ଭିତରେ ପ୍ରେମ ସଂପର୍କରେ ସୃଷ୍ଟି ହେବା ପରେ ଏହି ଲଭବାର୍ଡ ୧୯୭୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କ ରାହୁଲ ଓ ଅକ୍ଷୟ ଦୁଇ ପୁତ୍ର ମଧ୍ୟ ହେଲେ। ପରେ ୧୯୮୫ ମସିହାରେ ସେମାନଙ୍କ ବିବାହରେ ସମସ୍ୟା ଦେଖା ଦେବା ପରେ ସେ ଦୁହେଁ  ଅଲଗା ହୋଇ ଯାଇଥିଲେ। ପରେ ବିନୋଦ୍ ଦ୍ୱିତୀୟ ବିବାହ କରିଥିଲେ।

ପଢନ୍ତୁ; ଶୀତଦିନେ ଖାଆନ୍ତୁ ମାଛ, ମିଳିବ ଅନେକ ଫାଇଦା

Related posts

ପୁଣିଥରେ ଏହି ଫିଲ୍ମରେ ଏକାଠି ନଜର ଆସିବେ ସବ୍ୟସଚି ଏବଂ ଏଲିନା

ENO Beuro

ଆମେଥିରୁ ହାରିଲେ ୱାଇନାଡ ଆସନରୁ ଜିତିଲେ ରାହୁଲ ଗାନ୍ଧି

Ratnamani Moharana

ନାବାଳକକୁ ଅପହରଣ ପରେ ହତ୍ୟା,ଅଭିଯୁକ୍ତ ଅଟକ

ENO Beuro

Leave a Comment