ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଟେଷ୍ଟ ଟିମ୍ର ଅଧିନାୟକ ପଦବୀ ଛାଡିଲେ ବିରାଟ କୋହଲି । ଟୁଇଟ କରି ସୂଚନା ଦେଲେ ବିରାଟ । ପୂର୍ବରୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍ ପଦ ଛାଡିଥିବାବେଳେ ଆଜି ଟେଷ୍ଟ ପଦବୀ ପରିତ୍ୟାଗ କରିଥିବା ନେଇ ସୂଚନା ଦେଇଛନ୍ତି କୋହଲି । ବିରାଟ ଲେଖିଛନ୍ତି, ଦୀର୍ଘ ୭ ବର୍ଷ ଧରି କଠିନ ପରିଶ୍ରମ କରିଛି ।
ଟେଷ୍ଟ ଟିମ୍ର ଅଧିନାୟକ ପଦବୀ ଛାଡିଲେ ବିରାଟ କୋହଲି । ଟୁଇଟ କରି ସୂଚନା ଦେଲେ ବିରାଟ । ପୂର୍ବରୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍ ପଦ ଛାଡିଥିବାବେଳେ ଆଜି ଟେଷ୍ଟ ପଦବୀ ପରିତ୍ୟାଗ କରିଥିବା ନେଇ ସୂଚନା ଦେଇଛନ୍ତି କୋହଲି । ବିରାଟ ଲେଖିଛନ୍ତି, ଦୀର୍ଘ ୭ ବର୍ଷ ଧରି କଠିନ ପରିଶ୍ରମ କରିଛି । ଅନେକ ଉତଥାନ ଓ ପତ୍ତନ ଦେଇ ଭାରତୀୟ ଟିମ୍ ଗତି କରିଛି । ଅନେକ ଟେଷ୍ଟ ମ୍ୟାଚରେ ଟିମ୍ ବିଜୟୀ ହୋଇଛି ଏବଂ ପରାଜୟୀ ମଧ୍ୟ ହୋଇଛି ।ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ପରାଜୟ ହେବା ପରେ ଅଧିନାକ ପଦବୀରୁ ବିରାଟ କୋହଲି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଭାରତୀୟ ଟିମ୍ ପ୍ରତି ବିରାଟଙ୍କର ରହିଛି ଅନେକ ଅବଦାନ । ସେହିପରି ନିଜକୁ ଏତେବଡ଼ ଦାୟିତ୍ୱ ପ୍ରଦାନ କରିଥିବାରୁ BCCIକୁ ଧନ୍ୟବାଦ ଜଣାଇଛନ୍ତି କୋହଲି । ଟେଷ୍ଟ ମ୍ୟାଚରେ ଭାରତୀୟ ଟିମ୍ ଅନେକ ରେକର୍ଡର ଅଧିକାରୀ ହୋଇପାରିଛି ।
କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ସେ କହିଛନ୍ତି ଏହା ବିରାଟ କୋହଲିଙ୍କ ବ୍ୟକ୍ତିଗତ ନିଷ୍ପତି । ବିସିସିଆଇ ତାଙ୍କର ଏହି ନିଷ୍ପତିକୁ ସମ୍ମାନ ଜଣାଉଛି । ଏହା ସହ ଗାଙ୍ଗୁଲି କହିଛନ୍ତି, ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ତିନିଟି ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ସେ ଟିମର ଜଣେ ପ୍ରମୁଖ ସଦସ୍ୟ ଅଛନ୍ତି ଓ ଆଗକୁ ମଧ୍ୟ ରହିବେ । ସେ ଜଣେ ମହାନ୍ ଖେଳାଳି ବୋଲି କହିଛନ୍ତି ଗାଙ୍ଗୁଲି । ଅନ୍ୟପଟେ, ବିରାଟ କୋହଲୀ ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର । ମହାନ କ୍ରିକେଟର ସଚିନ୍ ତେନ୍ଦୁକରଙ୍କଠାରୁ ଆରମ୍ଭ କରି ପ୍ରଜ୍ଞାନ ଓଝାଙ୍କ ପର୍ପ୍ୟନ୍ତ ଅନେକ ପୂର୍ବତନ ଖେଳାଳି ପ୍ରତିକ୍ରିୟା ରଖିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।