ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଋଷ ସେନାକୁ କଡ଼ା ଟକ୍କର ଦେଉଛି ୟୁକ୍ରେନ । ଜଣେ ମେଜର ଜେନେରାଲଙ୍କୁ ହତ୍ୟା କଲା ୟୁକ୍ରେନ ସେନା । ବେଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଥିବା ନେଇ ୟୁକ୍ରେନର ଦାବି । ପ୍ରତିରକ୍ଷା ମନ୍ତ୍ରାଳୟର ଗୁଇନ୍ଦା ନିର୍ଦ୍ଦେଶାଳୟ ସୂତ୍ରରୁ ସୂଚନା ଦେଇଛି ‘ଦି କିଭ ଇଣ୍ଡିପେଣ୍ଡେଂଟ’ ।
ଋଷ ସେନାକୁ କଡ଼ା ଟକ୍କର ଦେଉଛି ୟୁକ୍ରେନ । ଜଣେ ମେଜର ଜେନେରାଲଙ୍କୁ ହତ୍ୟା କଲା ୟୁକ୍ରେନ ସେନା । ବେଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଥିବା ନେଇ ୟୁକ୍ରେନର ଦାବି । ପ୍ରତିରକ୍ଷା ମନ୍ତ୍ରାଳୟର ଗୁଇନ୍ଦା ନିର୍ଦ୍ଦେଶାଳୟ ସୂତ୍ରରୁ ସୂଚନା ଦେଇଛି ‘ଦି କିଭ ଇଣ୍ଡିପେଣ୍ଡେଂଟ’ ।ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧା ଜାରି ରହିଛି । ଯୁଦ୍ଧର ସମାପ୍ତି ପାଇଁ ଏହାରି ଭିତରେ ତିନି ଥର ବୈଠକ ବସିଛି । ହେଲେ କୌଣସି ନିର୍ଯ୍ୟାସ ବାହାରିନି । ଗତକାଲି ତୃତୀୟ ପର୍ଯ୍ୟାୟ ପାଖାପାଖି ୩ ଘଂଟା ଧରି ଚାଲିଥିଲା । ହେଲେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏହାରି ଭିତରେ ମାର୍ଚ୍ଚ ୧୦ରେ ତୁର୍କୀରେ ବୈଠକ ବସିବ ବୋଲି ଜଣାପଡିଛି । ଏହି ବୈଠକରେ ଋଷ ଏବଂ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ତୁର୍କୀର ବୈଦେଶିକ ମନ୍ତ୍ରୀ ମେବଲୁତ କାବୁସୋଗ୍ଲ ଏହି ସୂଚନା ଦେଇଛନ୍ତି । ଏହି ବୈଠକ ତୁର୍କିର ଅନ୍ତାଲ୍ୟାରେ ବସିବ ବୋଲି ଜଣାପଡିଛି । ରିପୋର୍ଟ ମୁତାବିକ୍ ଋଷ ଏବଂ ୟୁକ୍ରେନ ଉପରେ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଦୁଇ ଦେଶର ନେତାଙ୍କୁ ଏକାଠି କରି ଅନ୍ୟ ଏକ ଦେଶ ବୈଠକ କରିବାକୁ ଯାଉଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।