LIFESTYLE

ଭିଟାମିନ-ଡି ବ୍ୟବହାର କରି ଦୂର କରନ୍ତୁ ଡାଏବେଟିସ

ଡାଏବେଟିସରୁ ମୁକ୍ତି ଦେବ ଭିଟାମିନ-ଡି

ବ୍ୟସ୍ତ ବହୁଳ ଜୀବନଶୈଳୀ ଓ ପରିବର୍ତିତ ପାଣିପାଗ ଏବଂ ଅପମିଶ୍ରିତ ଖାଦ୍ୟ ଯୋଗୁଁ ଆମମାନଙ୍କୁ  ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେବାକୁ ପଡୁଛି।ସେଥିମଧ୍ୟରୁ ଡାଏବେଟିସ ପ୍ରମୁଖ।ଡାକ୍ତରମାନଙ୍କ  କିଛି ପରୀକ୍ଷା ନିରୀକ୍ଷା ଦ୍ଵାରା ଜଣାପଡିଛି ଯେ,ଡାଇବେଟିସରୁ ମୁକ୍ତି ଦେବ ଭିଟାମିନ୍ ଡି।

ଆମ ଅଗ୍ନାଶୟରୁ ଖରାପ ବିଟା କଣିକାକୁ ହଟାଇବାରେ ଭିଟାମିନ-ଡି ଖୁବ ସହାୟକ।ଖରାପ ବିଟା କଣିକା ହରମୋନକୁ ସନ୍ତୁଳିତ କରିବା ସହ ଏହାକୁ ନିର୍ଗତ କରାଇବାରେ ସହାୟକ ହୋଇଥାଏ।ତେଣୁ ଡାଇବେଟିସ ରୋଗର ଚିକିତ୍ସା ପାଇଁ ଏହା ରାସ୍ତା ପରିଷ୍କାର କରିଥାଏ।ବିଟା କୋଶିକା ନିଷ୍କ୍ରିୟ ହେବାପରେ ଶରୀରରେ ଇନସୁଲିନ୍ ତିଆରି ହେଇପାରେ ନାହିଁ।ଫଳରେ,ଗ୍ଲୁକୋଜ ସ୍ତର ବଢିଯାଇଥାଏ।

ତେବେ ନିକଟରେ ଆମେରିକାରେ ଭିଟାମିନ୍ଡି-ଡି ବ୍ୟବହାର କରି ଡାଇବେଟିସ୍ ସ୍ତରକୁ ନିୟନ୍ତ୍ରିତ କରାଯାଇଛି।କ୍ଷତିଗ୍ରସ୍ତ ବିଟା କୋଶିକାକୁ କାର୍ଯ୍ୟ କରାଇବା ପାଇଁ ଭିଟାମିନ୍ଡି-ଡି ବହୁତ ଉପକାରୀ ସାବ୍ୟସ୍ତ ହୋଇଛି।

ପଢନ୍ତୁ:ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନାରେ କନ୍ଧମାଳରେ କ୍ୟାଣ୍ଡେଲ ରାଲି

Related posts

ଗରମ ଦିନେ ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ସ୍ଵାମୀର କେଉଁ ଗୁଣ ସ୍ତ୍ରୀକୁ ଖରାପ ଲାଗିଥାଏ ଜାଣନ୍ତୁ ?

ENO Beuro

ଋତୁସ୍ରାବ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

Ratnamani Moharana

Leave a Comment