EnewsOdia.Com

ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି ସଚିବ ଭି.କେ ପାଣ୍ଡିଆନ

ନୂଆପଡ଼ାରେ 5T ସଚିବ ଭି.କେ ପାଣ୍ଡିଆନ ପହଞ୍ଚି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି । ‘ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା ପାଇଁ ସେ ନୂଆପଡ଼ାରେ ପହଞ୍ଚିଛନ୍ତି । ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ କିପରି ମିଳୁଛି ତାହାର ସମୀକ୍ଷା କରିଛନ୍ତି 5Tର ମୁଖ୍ୟ ଭି.କାର୍ତ୍ତିକେୟନ ପାଣ୍ଡିୟାନ । ତାଙ୍କ ସହିତ ମୁଖ୍ୟ ପରାମର୍ଶ ଦାତା ଆର ବଳକୃଷ୍ଣନ, ଶାଲିନି ପଣ୍ଡିତ ଏବଂ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଏହି ଗସ୍ତରେ ସେ ବିଭିନ୍ନ ସ୍ଥାନରେ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ବୁଲିଥିବା ବେଳେ, ମୁଖ୍ୟ ଚିକିତ୍ସାଳୟର ଜେନେରାଲ ୱାର୍ଡ ପରିଦର୍ଶନ କରିନଥିଲେ । ତେଣୁ ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ପଢନ୍ତୁ: ମୂଲ୍ୟ ବୃଦ୍ଧି ଦାବିରେ ପାହାଳ ମିଠା ବଜାର ଦୁଇଦିନ ବନ୍ଦ

ସମ୍ବନ୍ଧିତ ଖବର

ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

Ratnamani Maharana

କାଳିଆ ଦୁଆରେ ଭିକ ମାଗୁଛନ୍ତି, କୋଠା ଘରେ ରାତି କାଟୁଛନ୍ତି

Ratnamani Maharana

ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଲେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

Ratnamani Maharana

କାଲିଠୁ ଆରମ୍ଭ +୨ ପରୀକ୍ଷା‌

Ratnamani Maharana

ଓଡିଶାରେ ଆଉଜଣେ କରୋନା ରୋଗୀ ଚିହ୍ନଟ

Ratnamani Maharana

ଦୁନିଆକୁ ଭିଡିଓ ଦେଖାଇଥିଲେ ଏହି ବ୍ୟକ୍ତି, ଗୁଗଲ କଲା ଡୁଡଲ

Ratnamani Maharana