EnewsOdia.Com

ଭୋଡାଫୋନ୍‌ ଆଇଡିଆରେ ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

ଜିଓ ଅନ୍ୟ ନେଟଓ୍ୱାର୍କରୁ ଏହାର ଗ୍ରାହକମାନେ କଲ୍‌ କଲେ ମିନିଟ୍‌ ପିଛା ୬ ପଇସା ଆଇୟୁସି ଚାର୍ଜ  ନେବ ବୋଲି ଘୋଷଣା କରିଛି । ଏହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭୋଡାଫୋନ୍‌ ଆଇଡିଆ ନିଜର ଗ୍ରାକମାନଙ୍କ ଠାରୁ ଆଇୟୁସି ଚାର୍ଜ ନେବ ନାହିଁ ବୋଲି ଘୋଷଣା କରିଛି । ଏହାର ଅନ୍‌ ଲିମିଟେଡ୍‌ ପ୍ଲାନ୍‌ ପାଇଁ ଗ୍ରାହକମାନଙ୍କ ଠାରୁ କୌଣସି ଆଇୟୁସି ଚାର୍ଜ ଗ୍ରହଣ କରାଯିବ ନାହିଁ ବୋଲି ଭୋଡା ଫୋନ୍‌ ଆଇଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ଏକ ଟ୍ୱିଟ୍‌ରେ କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅନ୍ୟ ନେଟଓ୍ୱାର୍କକୁ କଲ୍‌ କଲେ ବି ଆଇୟୁସି ଚାର୍ଜ ନିଆଯିବ ନାହିଁ ବୋଲି ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ସୂଚନା ଦିଆଯାଇଛି।ଜିଓ ଅକ୍ଟୋବର ୯ ତାରିଖରେ ଆଇୟୁସିର ଘୋଷଣା କରିଥିଲା । ଅନ୍ୟ ନେଟଓ୍ୱର୍କକୁ କଲ୍‌ କରିବା ପାଇଁ ୧୦ ଟଙ୍କାରୁ ଆରମ୍ଭ ହେଉଥିବା ଟପ୍‌ଅପ୍‌ ପକାଇବା ପାଇଁ ହେବ ବୋଲି ଜିଓ ସୂଚନା ଦେଇଛି।
ପଢନ୍ତୁ: ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

ସମ୍ବନ୍ଧିତ ଖବର

୨୦୨୦ କଲେଜ କ୍ୟାଲେଣ୍ଡରରେ ୭୨ଦିନ ଛୁଟି

Ratnamani Maharana

୧, ୧୬୦ ଏବଂ ୪୫୦ କିଲୋମିଟର ବାଟ ଚାଲି ରେକର୍ଡ କଲେ ଦୁଇଟି ବାଘ

Ratnamani Maharana

ରାଜକ୍ଷମା ଆବେଦନ କଲା ଦୋଷୀ ଅକ୍ଷୟ

Ratnamani Maharana

ଓଡ଼ିଶା ଉପରେ ଘନଉଛି ବାତ୍ୟା ବିପଦ !

Ratnamani Maharana

ଭୁବନେଶ୍ବରର ହାଇଟେକ୍ ଭିକାରି; ଆଗରେ ଭିକ୍ଷାଥାଳ, ହାତରେ ମୋବାଇଲ୍

Ratnamani Maharana

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲୀୟ ଗୋଲ୍‌ଡେନ୍‌ ବାଲୁକା କଳା ପୁରସ୍କାର

Ratnamani Maharana