News

ଭୁବନେଶ୍ଵରର ୫ଟି ସ୍ଥାନରେ ଭୋଟଗଣତିର ଲାଇଭ

Cv

ଆଜି ହେଉଛି ଭୋଟଗଣତି। ଉଭୟ ଲୋକସଭା ଓ ବିଧାନସଭା  ପାଇଁ ଆସନ ପାଇଁ ଆଜି ହେଉଛି ଭୋଟ ଗଣନା। ତେବେ ଭୋଟ ଗଣତିର ଟିକିନିଖି ସୂଚନା ଲୋକମାନଙ୍କ  ପାଖରେ ପହଞ୍ଚାଇବାକୁ ବିଡିଏ  ସ୍ଵତନ୍ତ୍ର ପଦକ୍ଷେପ ନେଇଛି। ବିଜୁ ପଟ୍ଟନାୟକ ପାର୍କରେ ଭୋଟ ଗଣତିର ଲାଇଭ ଅପଡେଟ ଦେଖେଇବାକୁ ଏଲିଡି ସ୍କ୍ରିନ  ଲଗାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ ପାର୍କ, କଲ୍ପନା ଛକ, କଂଲିଙ୍ଗ ହସ୍ପିଟାଲ ଛକ,ରୂପାଲୀ ଛକ, ଲିଙ୍ଗରାଜା ମନ୍ଦିର ପାଖରେ ଆଦି ବଡ ଏଲିଡି ସ୍କ୍ରିନ ଲଗାଯାଇଛି। ଏଥିରେ ଭୋଟ ଗଣତିର ତାଜା ସୂଚନା ଦିଆଜଜୀବ। ଲୋକେ ଚେୟାରରେ ବସି ଏହାକୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଠାରେ ଏକକାଳୀନ ୪୦୦ ଲୋକ  ବସି ଦେଖିପାରିବେ। ସବୁ ସ୍ଥାନରେ କେବଳ ବସିବା ନୁହେଁ ପିଇବା ପାଇଁ ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି।
ପଢନ୍ତୁ: ଆମେଥିରେ କଂଗ୍ରେସ ଅଧକ୍ଷ ରାହୁଲଙ୍କ ପଛରେ ସ୍ମୃତି ଇରାନୀ

Related posts

ସରକାରୀ ବିଦ୍ୟାଳୟଗୁଡ଼ିକରେ ସମ୍ବଲପୁରୀ କପଡ଼ାରେ ଡ୍ରେସକୋର୍ଡ କରାଯାଉ: ବୟନ ଶିଳ୍ପ ମନ୍ତ୍ରୀ

ENO Beuro

ପାକୟୋଙ୍ଗ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ENO Beuro

ଟିଟୋର ଗୋ’ଚାଲାଣ କିଙ୍ଗପିନ ଗିରଫ

ENO Beuro

1 comment

Leave a Comment