• Home
  • ASTRO
  • VASTU
  • ଆସନ୍ତୁ ଜାଣିବା କେଉଁ କେଉଁ କାମ କରିବା ପୂର୍ବରୁ ଗୋଡ ଧୋଇବା ଉଚିତ!
VASTU

ଆସନ୍ତୁ ଜାଣିବା କେଉଁ କେଉଁ କାମ କରିବା ପୂର୍ବରୁ ଗୋଡ ଧୋଇବା ଉଚିତ!

ଆମ ପରମ୍ପରାରେ ଥିବା କେତୋଟି ନିୟମକୁ ଆମେ ମାନିଥାଉ। ସେହିପରି ଶାସ୍ତ୍ର ଅନୁସାରେ ଆମେ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଗୋଡ ଧୋଇ ପବିତ୍ର ହୋଇ ମନ୍ଦିର ଭିତରକୁ ପ୍ରବେଶ କରିଥା । ଆପଣ ଜାଣନ୍ତି କି? ଆଉ କେଉଁ କେଉଁ କାମ କରିବା ପୂର୍ବରୁ ଆମେ ଗୋଡ ଧୋଇବା ଆବଶ୍ୟକ ପଡିଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  1. କୌଣସି କାମ ସାରି ଘରକୁ ପ୍ରବେଶ ପୂର୍ବରୁ ଗୋଡ ହାତ ଧୋଇବା ଭଲ କାରଣ ଏହାଦ୍ୱାରା ଆମ ଦେହରେ ଲାଗିଥିବା ଦୂଷିତ କୀଟାଣୁ ଘରେ ପ୍ରବେଶ କରି ପାରନ୍ତି ନାହିଁ । ଏଥିପାଇଁ ଆମ ସହିତ ଆମ ପରିବାରର ସଦସ୍ୟ ବି ସୁସ୍ଥ ରୁହନ୍ତି।
  2. ଖାଇବା ପୂର୍ବରୁ ହାତ ଗୋଡ ଧୋଇ ଖାଇବା ଉଚିତ କାରଣ ଖାଇବା ସ୍ୱଚ୍ଛ ଓ ଜୀବାଣୁ ମୁକ୍ତ ହୁଏ। ଯାହାଦ୍ଵାରା ରୋଗ ବ୍ୟାପୀ ନଥାଏ।
  3. ପୁରାଣ ଅନୁସାରେ ଯଦି ମନ୍ଦିର ପ୍ରବେଶ ପୂର୍ବରୁ ଆମେ ଗୋଡ ଧୋଇବା ତେବେ ଆମ ସାଥିରେ ଥିବା ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ ଓ ଆମେ ପବିତ୍ର ହୋଇ ମନ୍ଦିର ଭିତରକୁ ପ୍ରବେଶ କରିଥାଉ।
  4. ଶୋଇବା ପୂର୍ବରୁ ଗୋଡ ଧୋଇବା ଉଚିତ ଏହାଦ୍ୱାରା ମନ ଶାନ୍ତି ରହେ ଓ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ପାରି ନଥାଏ।

ଆସନ୍ତୁ ଜାଣିବା କେଉଁ କେଉଁ କାମ କରିବା ପୂର୍ବରୁ ଗୋଡ ଧୋଇବା ଉଚିତ! wash

ପଢନ୍ତୁ;

ଆସନ୍ତୁ ଜାଣିବା କେଉଁ ପାତ୍ରରେ ଖାଇବା ଦ୍ଵାରା ଜ୍ଞାନ ଏବଂ ଆୟୁ ବୃଦ୍ଧି ହୋଇଥାଏ?

Related posts

ଆସନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବା ପଛରେ ରହିଥବା ରହସ୍ୟ ସମ୍ପର୍କରେ !

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋ ଘରର କେଉଁ ଜାଗାରେ ଲଗେଇଲେ ଆଶୀର୍ବାଦ ମିଳେ ଜାଣନ୍ତୁ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରର ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଗଛ ଲଗାଇଲେ ଧନ ପ୍ରାପ୍ତି ହୋଇଥାଏ ଜାଣନ୍ତୁ ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More