Loading...

ସୁଦର୍ଶନଙ୍କ ସହ ବାଲୁକା କଳା ପ୍ରସ୍ତୁତ କଲେ ଥ୍ରି ଇଡିଅଟ ମୁଭିର ରିଅଲ ୱାଙ୍ଗଚୁକ୍‌

ସୁଦର୍ଶନଙ୍କ ସହ ବାଲୁକା କଳା ପ୍ରସ୍ତୁତ କଲେ ଥ୍ରି ଇଡିଅଟ ମୁଭିର ରିଅଲ ୱାଙ୍ଗଚୁକ୍‌

ବିଶିଷ୍ଟ ଶିକ୍ଷାବିତ, ଶିକ୍ଷା ସଂସ୍କାରକ, ନବପ୍ରବର୍ତ୍ତକ ଇଂଜିନିୟର ସୋନମ ୱାଙ୍ଗଚୁକ୍‌ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ବାଲୁକା କଳା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।

ବିଶିଷ୍ଟ ଶିକ୍ଷାବିତ, ଶିକ୍ଷା ସଂସ୍କାରକ, ନବପ୍ରବର୍ତ୍ତକ ଇଂଜିନିୟର ସୋନମ ୱାଙ୍ଗଚୁକ୍‌ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ବାଲୁକା କଳା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ‌ୱାଙ୍ଗଚୁକ୍‌ଙ୍କ ପ୍ରେରଣାଦାୟୀ ଯାତ୍ରାକୁ ନେଇ ‘ଥ୍ରି-ଇଡିୟଟସ’ ଫିଲ୍ମ ନିର୍ମାଣ କରାଯିବା ପରେ ସେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ନବ ପ୍ରବର୍ତ୍ତକ ଭାବେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ପାଇଁ ସେ ସବୁରି ପ୍ରେରଣା ହୋଇ ପାରିଥିବା ବେଳେ ପୁରୀ ବୁଲିବା ସହ ସୁଦର୍ଶନଙ୍କ ବାଲୁକା କଳା ପ୍ରସ୍ତୁତିରେ ନିଜକୁ ସାମିଲ୍‌ କରିଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.