ହରମୋନସ୍ତର ନିୟନ୍ତ୍ରଣ ପାଇଁ ବେଶ ଉପଯୋଗୀ ମିଶିରି
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
Loading...
ରେଡ୍ ୱାଇନ୍ ଲଭର୍ସମାନେ ସାବଧାନ ହୋଇଯାଆନ୍ତୁ। ପୂର୍ବରୁ କେତେକ ଗବେଷଣାରେ କୁହାଯାଇଥିଲା ଯେ ପ୍ରତ୍ୟେକ ଦିନ ଗୋଟିଏ ପେଗ୍ ରେଡ୍ ୱାଇନ୍ ସେବନ କରିବା ଦ୍ବାରା ଶରୀରରେ କ୍ୟାନ୍ସର ସେଲ୍ସ ସୃଷ୍ଟି ହୋଇପାରି ନ ଥାଏ।
ରେଡ୍ ୱାଇନ୍ ଲଭର୍ସମାନେ ସାବଧାନ ହୋଇଯାଆନ୍ତୁ। ପୂର୍ବରୁ କେତେକ ଗବେଷଣାରେ କୁହାଯାଇଥିଲା ଯେ ପ୍ରତ୍ୟେକ ଦିନ ଗୋଟିଏ ପେଗ୍ ରେଡ୍ ୱାଇନ୍ ସେବନ କରିବା ଦ୍ବାରା ଶରୀରରେ କ୍ୟାନ୍ସର ସେଲ୍ସ ସୃଷ୍ଟି ହୋଇପାରି ନ ଥାଏ। ତେଣୁ ଗୋଟିଏ ପେଗ୍ ସେବନ କଲେ କୌଣସି ସମସ୍ୟା ନାହିଁ। କିନ୍ତୁ ନିକଟରେ ହୋଇଥିବା ଏକ ତାଜା ଗବେଷଣାରେ ପ୍ରମାଣିତ ହୋଇଛି ଯେ ଯଦି ଆପଣ ନିୟମିତ ଭାବେ ଗୋଟିଏ ପେଗ୍ ରେଡ୍ୱାଇନ୍ ସେବନ କରୁଛନ୍ତି, ଏହା ଆପଣଙ୍କ ଶରୀର ଭିତରେ କ୍ୟାନ୍ସର ସେଲ୍ସର ଗ୍ରୋଥ୍କୁ ରୋକିବା ବଦଳରେ ଏହାକୁବଢ଼ାଇପାରେ। ଜାପାନରେ ହୋଇଥିବା ଏହି ତାଜା ଗବେଷଣାରେ ଗବେଷକମାନେ ନିଜ କଥାକୁ ଅନେକ ପ୍ରମାଣ ସହିତ ସାମ୍ନାରେ ରଖିଛନ୍ତି।
ଜର୍ଣ୍ଣାଲ କ୍ୟାନ୍ସରରେ ପ୍ରକାଶିତ ହୋଇଥିବା ଏହି ଗବେଷଣା ଜାପାନର ଅନେକଗୁଡ଼ିଏ ହସ୍ପିଟାଲରୁ ଏକତ୍ରିତ କରାଯାଇଥିବା ତଥ୍ୟ ଉପରେ ଆଧାରିତ। ଏହି ଗବେଷଣା ସମୟରେ ୬୩, ୨୩୨ ଜଣ ଲୋକଙ୍କ ଡ୍ରିଙ୍କିଙ୍ଗ ହାବିଟ୍କୁ ଅନୁଧ୍ୟାନ କରି ଏଥିରେ ହେଉଥିବା ଶାରୀରିକ ପରିବର୍ତ୍ତନକୁ ତୁଳନା କରାଯାଇଥିଲା। ଗବେଷକମାନେ ଗବେଷଣାରେ ଜାଣିବାକୁ ପାଇଥିଲେ ଯେ ଯେଉଁ ଲୋକମାନେ ଗତ ୧୦ ବର୍ଷ ଧରି ପ୍ରତ୍ୟେକ ଦିନ ଗୋଟିଏ ପେଗ୍ ରେଡ୍ୱାଇନ୍ ସେବନ କରୁଛନ୍ତି ଓ ଯେଉଁମାନେ ଗତ ୫ ବର୍ଷ ଧରି ପ୍ରତେକ ଦିନ ରାତିରେ ଦୁଇ ପେଗ୍ ଲେଖାଏଁ ରେଡ୍ୱାଇନ୍ ସେବନ କରୁଛନ୍ତି, ସେମାନଙ୍କଠାରେ କ୍ୟାନ୍ସର ହେବା ରିସ୍କ ସମାନ ଲେବଲ୍ରେ ରହିଥାଏ। ଏହି ସବୁ ଲୋକଙ୍କଠାରେ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ କ୍ୟାନ୍ସର, ସ୍ତନ କ୍ୟାନ୍ସର, ପ୍ରୋଷ୍ଟେଟ୍ କ୍ୟାନ୍ସର ଆଶଙ୍କା ଅଧିକ ରହିଥାଏ।
ତେବେ ଏହି ଗବେଷଣାରେ ଆଲ୍କୋହଲ ପାଇଁ କ୍ୟାନ୍ସର ରିସ୍କ କିଭଳି ଭାବେ ବଢ଼ିଥାଏ, ତାହା କୁହାଯାଇ ନାହିଁ। ଗବେଷକମାନଙ୍କ ତଥ୍ୟରୁ ଅନୁମାନ କରାଯାଉଛି ଯେ ଏହାର କାରଣ ହର୍ମୋନ୍ସରେ ହେଉଥିବା ପରିବର୍ତ୍ତନ ହୋଇପାରେ। ନ୍ୟାସନାଲ କ୍ୟାନ୍ସର ଇନ୍ଷ୍ଟିଚ୍ୟୁଟ୍ ଅନୁସାରେ ଗବେଷକମାନେ ରେଡ୍ ୱାଇନ୍ ସେବନ କରିବା ଦ୍ବାରା କ୍ୟାନ୍ସର ହେବା କାରଣ କ’ଣ, ଏବେ ଏହି ଦିଗରେ କାମ କରିବା ଆରମ୍ଭ କରିଛନ୍ତି। କେଉଁ ପରିବର୍ତ୍ତନ କାରଣରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥାଏ, ଏହାର ଗବେଷଣା ଜାରି ରହିଛି ବୋଲି ଗବେଷକମାନେ କହିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।
ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍ ସୁଫଳ ମିଳିଥାଏ।