News

ଶରୀରର ତାପରୁ ଚାର୍ଜ ହେବ ସ୍ମାର୍ଟଓ୍ବାଚ

3 7

 ବର୍ଲିନରେ ଆରମ୍ଭ ହୋଇଥିବା  International funkostelung(ଆଇଏଫଏ ୨୦୧୯)ରେ ଏଚଏମଡି ଗ୍ଲୋବାଲ ଯେଉଁଠି ନୋକିଆର ୧୫୦ ଘଂଟିଆ ବ୍ୟାଟେରୀ ବ୍ୟାକଅପ ବିଶିଷ୍ଟ ପାଓ୍ବାର ଇୟରବଡସ  ଲଂଚ କରିଛି । ସେହିଭଳି ଏଲଜି କଂପାନୀର ୩୬୦ ଡିଗ୍ରୀ ଫୋଲ୍ଡ ବାଲା ସ୍ମାର୍ଟଫୋନ ଲଂଚ କରିଛି । ବିଶ୍ବର ସବୁଠାରୁ ବଡ ଏହି ଇଲେକ୍ଟ୍ରୋନିକ ସୋରେ ଏଭଳି ଏକ ସ୍ମାର୍ଟଓ୍ବାଚ ଲଂଚ କରାଯାଇଛି , ଯାହାକୁ ଆପଣଙ୍କୁ ଚାର୍ଜ କରିବାକୁ ପଡିବନି । କାହିଁକି ନା ଏହି ସ୍ମାର୍ଟଓ୍ବାଚଟି ମଣିଷ ଶରୀରର ତାପମାତ୍ରାରୁ ହିଁ ଆପଣାଛାଏଁ ଚାର୍ଜ ହୋଇଯିବ ।

ମାଟ୍ରିକ୍ସ ନାମକ କଂପାନୀ ଏହି ଇଲୋକ୍ଟ୍ରୋନିକ୍ ମେଳାରେ ନିଜର ପାଓ୍ବାରଓ୍ବାଚ-୨ ଲଂଚ କରିଛି । ଯାହାକୁ କେବେ ଚାର୍ଜ କରିବାକୁ ଦରକାର ପଡିବ ନାହିଁ। କାହିଁକି ନା ଏହି ସ୍ମାର୍ଟଓ୍ବାଚଟି ଆପଣଙ୍କ ଶରୀରର ତାପରୁ ହିଁ ଚାର୍ଜ ହେବ । ଏଥିରେ ୧.୨ ଇଂଚର ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଡିସପ୍ଲେ ରହିଛି । ଏଥିସହିତ ହିଁ ଥର୍ମୋମିଟର ଏବଂ ସୋଲାର ଚାର୍ଜିଂ ଭଳି ସୁବିଧା ବି ଦିଆଯାଇଛି । ଏହାଛଡା ଏଥିରେ ଜିପିଏସ ଏବଂ ଫିଟନେସ ଟ୍ରାକର ଭଳି ବହୁ ଭଲ ଭଲ ଫିଚର ମଧ୍ୟ ଦିଆଯାଇଛି ।

ପଢନ୍ତୁ: ଭୁବନେଶ୍ଵରର ଏହି ୧୧ଟି ସେଣ୍ଟର୍‌ରେ ପଲ୍ୟୁସନ୍ ଚେକ୍‌ କରିପାରିବେ ରାଜଧାନୀବାସୀ

Related posts

ସଡ଼କ ନିରାପତ୍ତା ଅଭିଯାନର ବ୍ରାଣ୍ଡ ଆମ୍ବାସଡର ହେଲେ ଅଭିନେତା ଅକ୍ଷୟ କୁମାର

ENO Beuro

ଭଦ୍ରକରେ ଅଗ୍ନିକାଣ୍ଡ : ପୋଡିଗଲା ୫୦ ରୁ ଅଧିକ ଘର, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ

ENO Beuro

ଖୋର୍ଦ୍ଧା ବୋଲଗଡ଼ ପିଚୁକୁଳିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ENO Beuro

1 comment

ଇସ୍ରୋକୁ ପ୍ରଶଂସା କଲା ଜାତୀୟ ଗଣମାଧ୍ୟମ September 7, 2019 at 5:20 pm

[…] ଶରୀରର ତାପରୁ ଚାର୍ଜ ହେବ ସ୍ମାର୍ଟଓ୍ବାଚ […]

Leave a Comment