News

ମହାନଦୀ ଜଳ ବିବାଦ: ଆଲୋଚନା ପାଇଁ ନିର୍ଦ୍ଦେଶ ଦେଲା ଟ୍ରିବୁ୍ୟନାଲ

mahanadi

ମହାନଦୀର ପାଣିକୁ  ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଉପୁଜିଥିବା ମାମଲାର ସମାଧାନ ପାଇଁ ପୂର୍ବରୁ ୨ଥର ଆପୋଷ ଆଲୋଚନା ବିଫଳ ହୋଇଥିବାବେଳେ ପୁଣି ଆଲୋଚନା କରିବାକୁ ଟ୍ରିବୁ୍ୟନାଲ   ନିର୍ଦେଶ ଦେଇଛି। ଓଡ଼ିଶା ଓ ଛତିଶଗଡ଼ର ଆଡ୍‌ଭକେଟ୍ ଜେନେରାଲ୍‌ଙ୍କ ମଧ୍ୟରେ ବସିବ ବୈଠକ। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ବୈଠକ ହେବ। ସେହି ବୈଠକରେ କ’ଣ ନିଷ୍କର୍ସ ବାହାରୁଛି, ସେ ନେଇ ଟ୍ରିବ୍ୟୁନାଲକୁ ଜଣାଇବେ। ଏହା ପରେ ମାର୍ଚ୍ଚ ୩୦ତାରିଖରେ ରାୟ ଶୁଣାଇବେ ଟ୍ରିବ୍ୟୁନାଲ।

ଅଣମୌସୁମୀ  ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡ଼ାଯିବ ସେ ନେଇ ବିବାଦ ଲାଗି ରହିଛି। ପୂର୍ବରୁ ଏହି ମାମଲାର ସମାଧାନ ସମ୍ପର୍କରେ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ  ତଥା ପିସିସି ପ୍ରଭାରୀ ଟି.ଏସ ସିଂହଦେଓ କହିଥିଲେ ଯେ, ଛତିଶଗଡ଼ ସାନ ଭାଇ ହେଲେ ଓଡ଼ିଶା ବଡ଼ ଭାଇ । ଦୁଇ ଭାଇ ଏକାଠି ବସିଲେ ସବୁ ବିବାଦର ସମାଧାନ ହୋଇଯିବ । ତେବେ କୌଣସି ପ୍ରକାର ନିଷ୍କର୍ଷ ବାହାରି ପାରିନଥିଲା।
ପଢନ୍ତୁ: ଏବେ ଟ୍ରେନ ଟିକେଟରେ ରହିବ ଓଡିଆ ଲେଖା: ଉତ୍କଳ ଦିବସରୁ ହେବ ଶୁଭାରମ୍ଭ

Related posts

ପାକିସ୍ତାନର ‘ରିଭର୍ସ ସ୍ବିଙ୍ଗ’ ବଲରେ ‘ହେଲିକାପ୍ଟର ସଟ’ ଲଗାଇବେ ଭାରତୀୟ ଭୋଟର: ନରେନ୍ଦ୍ର ମୋଦି

Ratnamani Moharana

ଉତ୍ତରପ୍ରଦେଶର ରାଏବରେଲି ଏନଟିପିସିରେ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, ଶତାଧିକ ଆହତ

ENO Beuro

ଦୁଇବର୍ଷ ମଧ୍ୟରେ ଦେଶରେ ୮୮୫ ବର୍ଗ କିମି ଜଙ୍ଗଲ ବଢିଛି,ଏହି ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନରେ

ENO Beuro

Leave a Comment