News

ଲୁଙ୍ଗି ପିନ୍ଧି ଗାଡି ଚଲାଇଲେ ୨୦୦୦ ଜୋରିମାନା

Lungi

ନୂଆ ମୋଟର ଯାନ ଆଇନ ସବୁ ବେଆଇନ ଗାଡି ଚାଳକଙ୍କ ନିଜ ହଜାଇ ଦେଇଛି। ଗାଡି ଚାଳକମାନଙ୍କ ପାଇଁ ଲାଗୁ ହୋଇଥିବା ଏହି ଆଇନ କେବଳ ଲାଇସେନ୍ସ, ହେଲମେଟ ଓ ପଞ୍ଜୀକରଣ ଦସ୍ତାବିଜ  ଇତ୍ୟାଦିରେ ସୀମିତ ହୋଇନାହି। ନୂଆ ଆଇନ ଅନୁଯାଇ ଗାଡି ଚଳାଇଲା ବେଳେ ଚାଳକ ପିନ୍ଧିଥିବା ପୋଷାକ ଉପରେ ମଧ୍ୟ କେତେକେ କଟକଣା ଲଗାଯାଇଛି। ଉତ୍ତରପ୍ରଦେଶରେ ଲୁଙ୍ଗୀ  ପିନ୍ଧି ଗାଡି ଚଲାଉଥିବା ଟ୍ରକ ଚାଳକମାନଙ୍କ ଠାରୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି। ଟ୍ରକ ଡ୍ରାଇଭର ମାନଙ୍କ ବ୍ୟତିତ ଏହି କଟକଣା ହେଲପର ମାନଙ୍କ ଉପରେ ମଧ୍ୟ ଲାଗୁ କରାଯାଇଛି।

ନୂଆ ମୋଟରଯାନ  ଆଇନ ଅନୁଯାଇ, ଡ୍ରାଇଭର ଏବଂ ହେଲପର ମାନଙ୍କୁ ଏକ ସ୍ଵତନ୍ତ୍ର ଡ୍ରେସକୋର୍ଡ  ମାନିବାକୁ ପଡିବ। ନିୟମ ମୁତାବକ ଡ୍ରାଇଭର ଏବଂ ହେଲପରମାନେ ଫୁଲ ପ୍ଯାଣ୍ଟ, ସାର୍ଟ, କିମ୍ବା ଟିସର୍ଟ ପିନ୍ଧି ପାରିବେ। ଚପଲ, ଶ୍ୟାଣ୍ଡେଲ କିମ୍ବା ଖାଲି ପାଦରେ ଗାଡି ଚଳାଇବା ଉପରେ କଟକଣା କରାଯାଇଛି।

ପଢନ୍ତୁ: ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ପ୍ରଭାବ ପକାଇଛି ନୂଆ ମୋଟର ଯାନ ଆଇନ

Related posts

ଓଡ଼ିଶା ଉପକୂଳରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ

Ratnamani Moharana

ସାତକୋଶିଆରେ ବାଘ ‘ମହାବୀର’ର ମୃତ୍ୟୁ

ENO Beuro

ଅଧା ଓଡିଶାରେ ଆଜି ଢାଳିବ,୧୬ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପାରେ

ENO Beuro

Leave a Comment