News

୧୪ ତାରିଖ ପର୍ଯ୍ୟନ୍ତ ବର୍ଷାରେ ବେହାଲ ହେବ ଓଡିଶା

Untitled 1

ବିହାର ଓ ପୂର୍ବ ଉତ୍ତରପ୍ରଦେଶ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ପ୍ରଭାବରେ ଆସନ୍ତା ୧୪ ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକ ତୁଳନାରେ ସମ୍ପୂର୍ଣ୍ଣ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ବଡ଼ ବର୍ଷା ହେବାର ନାହିଁ। ୧୪ ତାରିଖ ଯାଏ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିବ। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କଟକ, ଯାଜପୁର, ଯାଜପୁର ଏବଂ ଖୋର୍ଦ୍ଧା ଭଳି ଜିଲ୍ଲାଗୁଡ଼ିକ‌ରେ ବୁଧବାର ସକାଳ ମଧ୍ୟରେ କାଳବୈଶାଖୀ ହୋଇପାରେ।

ଆହୁରି ୪୮ ଘଣ୍ଟା ଯାଏଁ ଲାଗି ରହିବ ବର୍ଷା 

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ। ୧୧ ତାରିଖ ବେଳକୁ ଅଧାରୁ ଅଧିକ ଜିଲ୍ଲାରେ କାଳବୈଶାଖୀ  ସହ ବଜ୍ରପାତର ଆଶଙ୍କା ରହିଛି। ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ପଢନ୍ତୁ: ବର୍ଷା ଯୋଗୁଁ ସ୍ଥଗିତ ହେଲା ମ୍ୟାଚ୍, ଫାଇନାଲ ଟିକେଟ ପାଇଁ ଆଜି ପୁଣି ମୈଦାନକୁ ଓହ୍ଳାଇବ ବିରାଟ ବାହିନୀ

Related posts

ପାକିସ୍ତାନରୁ ବୁଦ୍ଧଙ୍କର ୧୭୦୦ବର୍ଷର ପୁରୁଣା ଶୟନ ମୂର୍ତ୍ତିର ଅଂଶ ଉଦ୍ଧାର

ENO Beuro

ମିଜୋରାମର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ଜଗଦୀଶ ମୁଖୀ

ENO Beuro

ସର୍ବନିମ୍ନ ଜମାରାଶି ନ ଥିବାରୁ ପ୍ରାୟ ୪୧.୧୬ ଲକ୍ଷ ସଞ୍ଚୟ ଖାତା ବନ୍ଦ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌

ENO Beuro

Leave a Comment