Loading...

କାଲିଠୁ ବଦଳିବ ପାଗ, କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା

କାଲିଠୁ ବଦଳିବ ପାଗ, କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା

ତାତିରୁ ତ୍ରାହି ପାଇବେ ରାଜ୍ୟବାସୀ। କାଳବୈଶାଖୀରେ ପୁଣି ଭିଜିବ ଓଡିଶା। ଆସନ୍ତାକାଲିଠୁ ରାଜ୍ୟରେ କେତକ ସ୍ଥାନରେ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ ବିଭାଗ।

ତାତିରୁ ତ୍ରାହି ପାଇବେ ରାଜ୍ୟବାସୀ। କାଳବୈଶାଖୀରେ ପୁଣି ଭିଜିବ ଓଡିଶା। ଆସନ୍ତାକାଲିଠୁ ରାଜ୍ୟରେ କେତକ ସ୍ଥାନରେ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ ବିଭାଗ।୧୬ ତାରିଖରୁ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ ୧୮ ତାରିଖରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନାଦେଇଛି ପାଣିପାଗ ବିଭାଗ। 

ସୂଚନାନୁସାରେ, ବର୍ତ୍ତମାନ ରାଜ୍ୟରେ ଦିନ ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଥିବା ପରିଲଖିତ ହୋଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.