EnewsOdia.Com

ସମଲିଙ୍ଗି ସମ୍ପର୍କରେ କିଏ କାହାର ‘ଚୁମ୍ବକ’

‘ଚୁମ୍ବକ୍‌’ରେ ଚୁମ୍ବନକୁ ନେଇ ଭାରି ଚର୍ଚ୍ଚା । ଏହା ଶୁଣିଲେ ଅଧିକାଂଶ ଲୋକେ କଥାଟି କଣ କେହି ବୁଝିପାରୁନଥିବେ। ତେବେ ଆସନ୍ତୁ ଜାଣିବା ଏହି ରୋଚକ ତଥ୍ୟ ବିଷୟରେ, ଓଲିଉଡ ଅଭିନେତ୍ରୀ ତମନ୍ନା ବ୍ୟାସ ଏବେ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି । କେବଳ ସେତିକି ନୁହେଁ ତାଙ୍କର ଏକ ସାଥୀଙ୍କୁ ଚୁମ୍ବନ ଦେବାର ଫଟୋ ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଫଟୋ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ନିକଟରେ ଅଭିନେତ୍ରୀ ତମନ୍ନା ମଧ୍ୟ ଏହାର ଖୁଲାସା କରିଛନ୍ତି ।

ଏହି ୱେବ୍‌ସିରିଜ୍‌ଟି ଆସନ୍ତା ୧୪ ତାରିଖ ତଥା ଭାଲେଣ୍ଟାଇନ ଡେ’ରେ ରିଲିଜ୍‌ ହେବ । ତରଙ୍ଗ ପ୍ଲସ୍‌ ଆପ୍‌ରେ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇବେ ।  ପ୍ରମୁଖ ଭୂମିକାରେ ତମନ୍ନା, ଦିବ୍ୟା, ସାନୁ, ଆର୍ଯ୍ୟନ୍‌, ଅନନ୍ୟା ଅଭିନୟ କରିଛନ୍ତି । ସହଯୋଗୀ କଳାକାର ଭାବେ ନମିତା ଦାଶ, ଆରତୀ, ତେଜସ୍ୱିନ. ଦିଲ୍ଲୀପ ଚୌଧୁରୀ, ଲୀଳା ମିଶ୍ର, ସାହେବ, ରାକା ପ୍ରମୁଖ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ସଂଳାପ ଲେଖିଛନ୍ତି ଚନ୍ଦନ । ଗୁଡ୍‌ଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । କ୍ୟାମେରା ପରିଚାଳନା କରିଛନ୍ତି ଶୁଭ୍ରାଂଶୁ ଦାସ ଏବଂ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ସୁକୁମାର ମଣି ।

ପଢନ୍ତୁ: ଏ ବର୍ଷ ହେବନି ପ୍ରଶ୍ନପତ୍ର ଲିକ୍

ସମ୍ବନ୍ଧିତ ଖବର

ଦୁନିଆର ସବୁଠୁ ଦାମୀ ଚକୋଲେଟ

Ratnamani Maharana

ଆସନ୍ତା ଗୁରୁବାର ହେବ ବର୍ଷର ଶେଷ ସୂର୍ଯ୍ୟପରାଗ

Ratnamani Maharana

ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ, ରାସ୍ତାରୁ ଗାଈ ଧରାପଡ଼ିଲେ ୫ ହଜାର ଫାଇନ୍‌

Ratnamani Maharana

ଚାନ୍ଦବାଲିରୁ ଉଦ୍ଧାର ହେଲା ‘ବ୍ଲାକ୍ ଡାଇମଣ୍ଡ’

Ratnamani Maharana

କଳିଙ୍ଗ ବାଲିଯାତ୍ରାକୁ ନେଇ ଆରମ୍ଭ ହେଲା ବିବାଦ

Ratnamani Maharana

ନିର୍ଭୟା ଦୋଷୀଙ୍କ ଫାଶି ରୋକିବାକୁ ପରିଜନଙ୍କ ନୂଆ ଚାଲ

Ratnamani Maharana