Loading...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଓଡିଶାରୁ ୧୦ ବାଟାଲିୟନ୍‌ ଫୋର୍ସ ସହାୟତା ମାଗିଲା କେନ୍ଦ୍ର

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଓଡିଶାରୁ ୧୦ ବାଟାଲିୟନ୍‌ ଫୋର୍ସ ସହାୟତା ମାଗିଲା କେନ୍ଦ୍ର

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଆସନ୍ତାମାସ ୮ ତାରିଖରେ ଅନୁଷ୍ଠିତ ହେବ ଓ ଜୁଲାଇ ୧୧ରେ ଫଳାଫଳ ପ୍ରକାଶ ପାଇବ। ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ବୈଠକ।

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଆସନ୍ତାମାସ ୮ ତାରିଖରେ ଅନୁଷ୍ଠିତ ହେବ ଓ ଜୁଲାଇ ୧୧ରେ ଫଳାଫଳ ପ୍ରକାଶ ପାଇବ। ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ବୈଠକ। ବୈଠକରେ ନିର୍ବାଚନ ସମୟରେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ବାଟାଲିଆନ ଫୋର୍ସର ଆବଶ୍ୟକତା ରହିଛି। ଓଡିଶାରୁ ୧୦ ବାଟାଲିୟନ୍‌ ଫୋର୍ସ ସହାୟତା ମାଗିଛି କେନ୍ଦ୍ର। ରାଜ୍ୟ ସଶସ୍ତ୍ର ପୋଲିସ କିମ୍ବା ଆଇଆର୍‌ବିର ୧୦ ବାଟାଲିୟନ୍ ଫୋର୍ସ ତୁରନ୍ତ ପଠାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କୁ ପତ୍ର ଲେଖିଛନ୍ତି। ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସହ ୧୨ ଟି ରାଜ୍ୟକୁ ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନ ପାଇଁ ୧୧୫ ବାଟାଲିୟନ ଫୋର୍ସ ପଠାଇବାକୁ କୁହାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.