Featured

ଉଷୁମ କ୍ଷୀରରେ ଅନେକ ଉପକାରୀ ତତ୍ତ୍ୱ ରହିଛି,ଜାଣନ୍ତୁ ସେ ସମ୍ପର୍କରେ..

କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ ଅଟେ । ଏହା ପିଇବା ଦ୍ୱାରା ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ। ଏଥିରେ ଅନେକ ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ଅତି ଜରୁରୀ । ପ୍ରତିଦିନ ସକାଳୁ ଏକ ଗ୍ଲାସ ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଦିନସାରା ଶକ୍ତି ମିଳିଥାଏ। ଏହା ସହିତ ମାଂସପେଶୀକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଥାଏ।

ଉଷୁମ କ୍ଷୀରରେ ଅନେକ ଉପକାରୀତା ମଧ୍ୟ ରହିଛି। ପ୍ରତିିଦିନ କ୍ଷୀର ପିଇବା ଦ୍ୱାରା ଆମର ଦାନ୍ତ ଏବଂ ହାଡ ମଜଭୁତ ହୋଇଥାଏ। କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ଅଟେ ।

ଯଦି ଆପଣ କାମ କରିବା ସମୟରେ ଅଧିକ ଥକିଯାନ୍ତି ତେବେ ଉଷୁମ କ୍ଷୀର ପିଇଲେ ତାହା ଆପଣଙ୍କୁ ଆରାମ ଦେଇଥାଏ। -ଯଦି ଆପଣଙ୍କ ଗଳା ଦରଜ ଲାଗୁଛି ତେବେ ଉଷୁମ କ୍ଷୀରରେ ଗୋଲମରିଚ ଗୁଣ୍ଡ ମିଶାଇ ପିଇପାରିବେ। ଏହାଦ୍ୱାରା ଏହି କଷ୍ଟ ରୁ ଆପଣ ରକ୍ଷା ପାଇପାରିବେ। -ଯଦି ଆପଣଙ୍କୁ କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ରହୁଥାନ୍ତି ତେବେ ଉଷୁମ କ୍ଷୀର ପିଅନ୍ତୁ।

ଏହା ପ୍ରତିଦିନ ପିଇବ ଦ୍ଵାରା  ମାଂସପେଶୀକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଥାଏ। କୋଷ୍ଠକାଠିନ୍ୟ ସମସ୍ୟା ହେଉଥାଏ ଯଦି , ଉଷୁମ କ୍ଷୀର ପିଇଲେ ଏହା ମଧ୍ୟ ଔଷଧ ରୂପେ କାମ କରିଥାଏ।

ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ କ୍ଷୀର ପିଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ହୋଇଥାଏ। ଯଦି ଆପଣ କୌନଶୀ  ଚିନ୍ତା ରେ ଅଛନ୍ତି ,ଉଷୁମ କ୍ଷୀର ପିଇନ୍ତୁ ଆପଣଙ୍କୁ ଉପସମ ମିଳିବ ।

ପଢନ୍ତୁ ;

ପଦ୍ମାବତୀ ବଦଳରେ ‘ପଦ୍ମାବତ’,ଏହାର କାରଣ କ’ଣ ? ଆସନ୍ତୁ ଜାଣିବା

Related posts

ଜାଣନ୍ତୁ ଦହିର ଉପକାରୀ ଗୁଣ ସଂପର୍କରେ ଓ ନିୟମିତ ବ୍ୟବହାର ଦ୍ଵାରା କି ସୁଫଳ ମିଳେ

ENO Beuro

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ ତମ ଜୟନ୍ତୀ ବା ଶିଶୁ ଦିବସ

ENO Beuro

ଏବେ କମ୍ପୁଟରରେ ମଧ୍ୟ କରିପାରିବେ ହ୍ୱାଟସ୍ଅପରେ ଭିଡିଓ କଲ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More