LIFESTYLE

ଅଳ୍ପ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ କଣ ଲାଭ ହୁଏ ଜାଣନ୍ତୁ ?

ଲେମ୍ବୁ ପଣି ପିଈବା ଦ୍ଵାରା କଣ ଉପକାରିତା ମିଳେ, ଆସନ୍ତୁ ଜାଣିବା ସେ ସଂପର୍କ ରେ ? ଲେମ୍ବୁ ପଣି ରେ ଭିଟାମିନ ସି ପ୍ରଚୁର ପରିମାଣର ଥାଏ ।   ଲେମ୍ବୁ ପଣି ପିଈବା  ଦ୍ଵାରା ମୁହ୍ନରେ ଉଜଳତା ଆସିଥାଏ । ଲେମ୍ବୁ ପଣି ପିଈବା ଦ୍ଵାରା ଓଜନ ମଧ୍ୟ କମିଥାଏ ।

କିଡନିରେ ହୋଇଥିବା ଷ୍ଟୋନକୁ ମଧ୍ୟ ନଷ୍ଟ କରିଥାଏ । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଫୁଡ୍‌ ପଏଜନିଂ ହୋଇଥାଏ, ତା’ହେଲେ ଲେମ୍ବୁ ପାଣି ପିଇଲେ ଏହା ଦୂର କରିଥାଏ ।

ଲେମ୍ବୁ ପାଣି ପିଈବା ଦ୍ଵାରା  ଅନେକ ରୋଗ ରୁ ମଧ୍ୟ ମୁକ୍ତି ମିଳିଥାଏ । ଆପଣଙ୍କୁ ଯଦି ଥଣ୍ଡା ହୋଊଛି , ତାହାଲେ ଲେମ୍ବୁ ପାଣି ପିଅନ୍ତୁ । ଯଦି ଆପଣଙ୍କ  କିଡନିରେ  ଷ୍ଟୋନ ହୋଇଅଛି ,ତାହାଲେ ଲେମ୍ବୁ ପାଣି ପିଈନ୍ତୁ  । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । କେତେକ ଲୋକ ସକାଳୁ ଉଠିବା ପରେ ,ଉଷୁମ ପାଣି ରେ ଲେମ୍ବୁ ପାଣି ମଧ୍ୟ ପିଈନ୍ତି ,

ଏହାଦ୍ବାରା ଶରୀରରେ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ। ଏହାସହିତ କୋଷ୍ଠକାଠିନ୍ୟତା ମଧ୍ୟ ଦୂର ହୋଇଥାଏ। ଏହା ସ୍ୱାସ୍ଥ୍ୟ କୁ ଭଲ  ରଖିଥାଏ । ଲେମ୍ବୁ ପାଣି ପିଇବ। ଦ୍ଵାରା ଶରୀର ମଧ୍ୟ ଠିକ ରହିଥାଏ। ଲେମ୍ବୁ ପାଣି ମୁହ୍ନ ରେ ବେବହାର କାଲେ ,ମୁହ୍ନ ରେ ଥିବା ତୈଳ ଅଂଶକୁ  ମଧ୍ୟ କମକରିଥାଏ। ଏହା ଛଡା ମୁହ୍ନ ଉଜ୍ଜଲିତ ମଧ୍ୟ କରିଥାଏ । ଆଜମା ଆଦି ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଲେମ୍ବୁ ପାଣି ଭଲ କାମ କରିଥାଏ ।

ଯଦି ଆପଣ  ଫୁଡ୍‌ ପଏଜନିଂ ର ଶିକାର ହୋଇଛନ୍ତି , ତା’ହେଲେ ଲେମ୍ବୁ ପାଣି ପିଇଲେ ଏହା ଦୂର କରିଥାଏ ।

 

Related posts

ଶରୀରର କେଉଁ ଅଙ୍ଗରେ କଳା ଜାଇ ଥିଲେ କି ସଙ୍କେତ ମିଳେ? ଆସନ୍ତୁ ଜାଣିବା

ENO Beuro

ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ମିଠା ପାନ: ଜାଣି ରଖନ୍ତୁ ଫାଇଦା ବିଷୟରେ

Ratnamani Moharana

ରାତିରେ କାକୁଡି ଖାଉଥିଲେ ଜାଣିନିଅନ୍ତୁ ଏହାର କୁପ୍ରଭାବ ବିଷୟରେ

Ratnamani Moharana

1 comment

Leave a Comment