• Home
  • LIFESTYLE
  • ଅତ୍ୟଧିକ ଛେନା ଖାଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ
LIFESTYLE

ଅତ୍ୟଧିକ ଛେନା ଖାଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ

ଆମ ସମସ୍ତଙ୍କର ଖାଦ୍ୟ ଦରକାର। କିନ୍ତୁ ଆମ୍ଭମାନଙ୍କ ମଧ୍ୟରୁ କେତେକ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଖାଦ୍ୟ ଦରକାର କରିଥାନ୍ତି। ଏହା ବ୍ୟକ୍ତିର ବୟସ, ଲିଙ୍ଗ, ଆକାର, ବଢିବା ସୀମା ଓ କାର୍ଯ୍ୟକଳାପ ଉପରେ ନିର୍ଭର କରେ। ଭଲ ଖାଦ୍ୟ ବ୍ୟକ୍ତିର ବଢିବା ଓ ଭଲ ଉନ୍ନତି, କଠିନ ଶ୍ରମ ଓ ସୁସ୍ଥ ରହିବାପାଇଁ ଆବଶ୍ୟକ ହୋଇଥାଏ। ଅଧିକାଂଶ ରୋଗୀ ଶରୀର ଆବଶ୍ୟକ କରୁଥିବା ଅନୁସାରେ ଯଥେଷ୍ଟ ଖାଆନ୍ତି ନାହିଁ। ସେଥିଲାଗି ଅନେକ ଶାରୀରିକ ସମସ୍ୟା ଦେଖାଦେଇଥାଏ। ଛେନା ଖାଇବା ଶରୀର ପାଇଁ ବେଶ ଲାଭଦାୟକ।

ଛେନାରେ ଭିଟାମିନସ ଏବଂ ବିଭିନ୍ନ ପ୍ରକାର ପୋଷାକ ତତ୍ଵରେ ଭରପୁର ରହିଥାଏ। ଏହାକୁ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ। କିନ୍ତୁ ଜାଣିରଖନ୍ତୁ ଅତ୍ୟଧିକ ଛେନା ଖାଇବା ଶରୀର ପାଇଁ ହାନିକାରକ ହୋଇଥାଏ।

ଏକ ଗବେଷଣାରୁ ପ୍ରକାଶ ଯେ,

ଶରୀରରେ କୋଲେଷ୍ଟରଲ ବଢ଼ିଗଲେ ତାହା ରକ୍ତ ପ୍ରବାହରେ ବାଧା ସୃଷ୍ଟି କରିଥାଏ। ଏଥିଯୋଗୁଁ ବ୍ଲଡପ୍ରେସର ଏପରି କି ହୃଦ୍‌ଜନିତ ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମକୁ ଖାଦ୍ୟପେୟ ପ୍ରତି ସଚେତନ ହେବାକୁ ପଡିଥାଏ। ଯଦି ଆପଣ ନିଜ ଶରୀରରେ କୋଲେଷ୍ଟରଲକୁ ସନ୍ତୁଳିତ ରଖିବାକୁ ଚାହୁଁଛନ୍ତି ତେବେ ଖାଦ୍ୟ ତାଲିକାରୁ ଛେନାକୁ ବାଦ୍‌ ଦିଅନ୍ତୁ। କାରଣ କୋଲେଷ୍ଟରଲ ପରି ସମସ୍ୟା ସୃଷ୍ଟି ପାଇଁ ଛେନା ଦାୟୀ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି।

ନିୟମିତ ଛେନା ଖାଉଥିବା କିଛି ବ୍ୟକ୍ତିଙ୍କର ଶାରୀରିକ ପରୀକ୍ଷା ସମୟରେ ଏଭଳି କଥା ସେମାନେ ଜାଣିବାକୁ ପାଇଥିଲେ। ସେମାନଙ୍କୁ ଲଗାତର ଆଠ ସପ୍ତାହ ଛେନା ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କର କୋଲେଷ୍ଟରଲ ବଢ଼ୁଥିବାର ଜଣାପଡିଥିଲା। ଜାଣିରଖନ୍ତୁ ଛେନାରେ ଏଭଳି ତତ୍ତ୍ୱ ରହିଛି ଯାହା କୋଲେଷ୍ଟରଲ ପରିମାଣକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଅତ୍ୟଧିକ ଛେନା ଖାଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ଅତ୍ୟଧିକ ଛେନା ଖାଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ cheese

ପଢନ୍ତୁ; ଧନିଆ ପତ୍ର ଜୁସ୍‌ ପିଇଲେ ଆମକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

Related posts

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଯାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ

Krishna Kumar Manoj

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

Krishna Kumar Manoj

ପ୍ରେମ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି କି ? ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More