VASTU

ଗୀତାରେ ବର୍ଣ୍ଣନାନୁଯାୟୀ ଭକ୍ତ କିପରି ହେବା ଦରକାର ! ଜାଣନ୍ତୁ ସେ ସମ୍ପର୍କରେ

ଗୀତାରେ ଭକ୍ତ କିପରି ହେବା ଦରକାର ତାହା ବିସ୍ତାର ଭାବେ ବର୍ଣନା କରାଯାଇଛି।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଭଗବାନଙ୍କଠାରେ ଦୃଢ ଭରସା ରଖି ଅଭୟ ହୋଇଯିବା।
  • ଅନ୍ତଃକରଣରେ ଭଗବାନଙ୍କୁ ପ୍ରାପ୍ତ ପାଇଁ ଦୃଢନିଶୟ ହେବା।
  • ନିଜ କର୍ତ୍ତବ୍ୟ ପାଳନ ସମୟରେ ଯାହା କଷ୍ଟ ଆସେ ,ତାହାକୁ ପ୍ରସନ୍ନତା ସହିତ ସହିବା।
  • ତନୁ-ମନୁ -ବାଣୀରେ କୌଣସି କଥାକୁ ପ୍ରାଣିକୁ କିଞ୍ଜିତ ମାତ୍ର କଷ୍ଟ ନ ଦେବା
  • ଯେଉଁପରି ଦେଖୁ , ଶୁଣୁ ଓ ବୁଝୁ ,ଠିକ ସେହିପରି ପ୍ରିୟ ଶବ୍ଦରେ କହିବା।
  • ସମସ୍ତ ପ୍ରାଣୀଙ୍କୁ ଇଶ୍ଵରଙ୍କ ସ୍ୱରୂପ ବୁଝି କାହା ଉପରେ କ୍ରୋଧ ନ କରିବା
  • ସାଂସାରିକ କାମନା ସମୂହକୁ ତ୍ୟାଗ କରିବା
  • ସମସ୍ତ ପ୍ରାଣୀଙ୍କ ଉପରେ ଦୟାଭାବ ରଖିବା
  • ଶରୀର ଓ ବାଣୀରେ ପ୍ରଭାବଶାଳି ହେବା।
  • ଶରୀରକୁ ଶୁଦ୍ଧ ରଖିବା ଓ ପ୍ରତିଶୋଧ ପରାୟଣ ନ ହେବା।
  • ସମସ୍ତ ପ୍ରକାର ପରିସ୍ଥିତରେ ଧର୍ଯ୍ୟ  ରଖିବା।

ପଢନ୍ତୁ; ଧନିଆ ପତ୍ରରେ ଅଛି ଔଷଧିୟ ଗୁଣ,ଆସନ୍ତୁ ଜାଣିବା

Related posts

ଜ୍ୟୋତିଷଶାସ୍ତ୍ର ଅନୁସାରେ,ପାଖରେ ମୟୂରପଙ୍ଖ ରଖିଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା ବିପଦ ଆସିବା ଆଗରୁ କି ପ୍ରକାରର ମିଳିଥାଏ ଅଶୁଭ ସଙ୍କେତ

Ratnamani Moharana

ଜାଣନ୍ତୁ, ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ବୃକ୍ଷକୁ ପୂଜାକଲେ କେଉଁ ବାଧାରୁ ମୁକ୍ତି ମିଳେ

ENO Beuro

1 comment

Leave a Comment