• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ ଗୁରୁବାର ଦିନ କେଉଁ ବସ୍ତ୍ର ପିନ୍ଧିଲେ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ?
VASTU

ବାସ୍ତୁଶାସ୍ତ୍ର ଅନୁସାରେ ଗୁରୁବାର ଦିନ କେଉଁ ବସ୍ତ୍ର ପିନ୍ଧିଲେ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ?

ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତି ଦିନର ମହତ୍ୱ ରହିଛି । ସପ୍ତାହକ ସାତ ଦିନ ଭିନ୍ନ ଭିନ୍ନ ଭାବନା ସହିତ ଜଡିତ ଥାଏ । ଯେପରିକି ସୋମବାର ଦିନ ଭଗବାନ ଶିବଙ୍କର ପୂଜା, ମଙ୍ଗଳବାର ଦିନ ହନୁମାନ ପୂଜା, ଏବଂ ଠିକ୍ ସେହିଭଳି ଗୁରୁବାର ଦିନ ଭଗବାନ ବିଷ୍ଣଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ସମସ୍ତେ ଜାଣନ୍ତି ଏହିଦିନ ହଳଦିଆ ବସ୍ତ୍ର ଧାରଣ କରାଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଦିନ ହଳଦିଆ ବସ୍ତ୍ର ଧାରଣ କରିବା ଦ୍ୱରା କେଉଁ ପ୍ରକାରର ଫାଇଦା ମିଳିଥାଏ ।

ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧିଲେ କ’ଣ ଫାଇଦା ମିଳେ ଜାଣନ୍ତୁ :-

  • ଗୁରୁବାରକୁ ସୁନା ଏବଂ ତମ୍ବା ଧାତୁ ସହିତ ଜଡିତ କରାଯାଇଛି । ସେହିଦିନ ଭଗବାନ ବିଷ୍ଣ ମଧ୍ୟ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିଥାନ୍ତି । ସେଥିପାଇଁ ଯଦି ଆପଣ ଏହିଦିନ ହଳଦିଆ ବସ୍ତ୍ର କିମ୍ବା ଧାତୁ ଧାରଣ କରନ୍ତି ତାହାଲେ ଆପଣଙ୍କ ଉପରେ ଭଗବାନ ବିଷ୍ଣଙ୍କର କୃପା ଲାଭ ହେବ ।

lord [object object] ବାସ୍ତୁଶାସ୍ତ୍ର ଅନୁସାରେ ଗୁରୁବାର ଦିନ କେଉଁ ବସ୍ତ୍ର ପିନ୍ଧିଲେ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ? lord

  •  ଗୁରୁବାର ଦିନ ଉତ୍ତର ଭାରତରେ ବିଷ୍ଣ ଭଗବାନଙ୍କର ପୂଜା କରାଯାଇଥାଏ । ସେହିଭଳି ମହାରାଷ୍ଟ୍ରରେ ସାଇବାବାଙ୍କୁ ଆରାଧନା କରାଯାଏ । ମାନ୍ୟତା ଅଛି ଯେ ଏହି ଦୁଇ ଭଗବାନଙ୍କୁ ହଳଦିଆ ରଙ୍ଗ ଖୁବ୍ ପସନ୍ଦ । ସେଥିପାଇଁ ଯେଉଁ ବ୍ୟକ୍ତି ଗୁାରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧି ପୂଜାର୍ଚନା କରିନ୍ତିି ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।
  • ଯଦି କୌଣସି ବ୍ୟକ୍ତଙ୍କର ବିବାହ ପାଇଁ ବିଳମ୍ବ ହେଉଛି ତେବେ ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧିବା ଆରମ୍ଭ କରିଦିଅନ୍ତୁ । ପରିସ୍ଥିତି ଅନୁକୂଳ ହୋଇଯିବ ।

ପଢନ୍ତୁ ;ବାସ୍ତୁଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ଜାଣନ୍ତୁ ?

Related posts

ଗୃହିଣୀ ମାନଙ୍କ ପାଇଁ ବାସ୍ତୁବିତଙ୍କ କିଛି ଟିପ୍ସ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଏହି ୩ଟି କାମରେ ଲାଜ କରନ୍ତୁ ନାହିଁ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ରଖନ୍ତୁ ନାହିଁ ଭଙ୍ଗା ବାସନ, ଜାଣନ୍ତୁ କାରଣ କ’ଣ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More