LIFESTYLE

ହାଣ୍ଡସମ୍ ଯୁବକଙ୍କୁ ଦେଖି ଯୁବତୀମାନେ କଣ ଭାବନ୍ତି ଆସନ୍ତୁ ଜାଣିବା

 ହାଣ୍ଡସମ୍ ଯୁବକଙ୍କୁ ଦେଖି ପ୍ରଥମ ଥର ଗୋଟେ ଝିଅ କ’ଣ ଭାବେ 

ସାଧାରଣତଃ ରାସ୍ତାରେ ଗୋଟେ ସୁନ୍ଦରୀ ଯୁବତୀକୁ ଦେଖିଲେ ସବୁ ପୁଅଙ୍କ ନଜର ତାଙ୍କଠାରୁ ହଟି ନଥାଏ । ମାତ୍ର ଆପଣ କେବେ ଚିନ୍ତାକରିଛନ୍ତି ଯେ, ଗୋଟେ ହାଣ୍ଡସମ୍ ପୁଅକୁ ଦେଖିଲେ ଝିଅମାନଙ୍କ ମନରେ କଣ ସବୁ ଚିନ୍ତା ଧାରା ଆସେ ବୋଲି ।

ଆପଣ ଦେଖିଥିବେ ଝିଅମାନେ ଥରେ ଗୋଟେ ପୁଅକୁ ଦେଖିବାପରେ ତାଙ୍କଠାରୁ ନଜର ହଟାଇ ଦିିଅନ୍ତି । ସେମାନେ ଏଥିପାଇଁ ଏମିତି କରିଥାନ୍ତି ଯେମିତି ପୁଅଟି ଜାଣି ନପାରେ ଝିଅଟି ତାକୁ ଲୁଚି ଲୁଚି ଚାହୁଁଛି ବୋଲି ।

କିଛି ଝିଅ ଭାବନ୍ତି ଯେ, ଏମିତି କଣ କଲେ ଠିକ୍ ହେବ ଯେଉିଁଥି ପାଇଁ ପିଲାଟି ମୋ ପ୍ରତି ଆକର୍ଷିତ ହେବ । ଆଉ ମୋ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରିବ ।

ଗୋଟେ ହାଣ୍ଡସମ୍ ପୁଅକୁ ଦେଖି ଆଉ କିଛି ଝିଅ ଭାବନ୍ତି ଯଦି କେହି ତାଙ୍କ ଜୀବନରେ ଆସିବ ତେବେ ସେ ଏହି ପୁଅଟି ଭଳି ହୋଇଥାଉ । କେହି କେହି ମଧ୍ୟ ଭାବନ୍ତି ତା ନମ୍ବରଟି କେମିତି ମିଳିଯାନ୍ତା କି ।  ଖାଲି ସେତିକି ନୁହେଁ ଆଉ କିଛି ଝିଅ ସେହି ପୁଅକୁ ନିଜ ଜୀବନସାଥୀ କରିବାକୁ ସଙ୍କଳ୍ପ ମଧ୍ୟ କରିପକାନ୍ତି ।

ଝିଅମାନେ ଯେତେବେଳେ ଗୋଟେ ହାଣ୍ଡସମ୍ ପୁଅକୁ ଦେଖନ୍ତି ସେତେବେଳେ ତାଙ୍କ ମନ ଭିତରେ ସେହି ପୁଅକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଯାଇଥାଏ । ଯେପରିକି, ପିଲାଟି ତ ସୁନ୍ଦର ଅଛି କିନ୍ତୁ ତାର ସେଭଳି ବୁଦ୍ଧି ଅଛିତ । ସେ ବିବାହିତ ନା ଅବିବାହିତ । ଯଦି ନା, ତେବେ ତା’ର କୌଣସି ଗର୍ଲଫ୍ରେଣ୍ଡ ନାହିଁ ତ ଇତ୍ୟାଦି ଇତ୍ୟାଦି ।

ପଢନ୍ତୁ ;

ଟ୍ୟାକ୍ସ-ଫ୍ରି ହେବ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡମ୍ୟାନ୍‌’

Related posts

ଆସନ୍ତୁ ଜାଣିବା ବରଫକୁ ଆମେ କେଉଁ କେଉଁଥିରେ ବ୍ୟବହାର କରି ପାରିବା ?

ENO Beuro

ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା

ENO Beuro

କେବଳ ପୂଜାର୍ଚ୍ଚନାରେ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ ଏହି ବୃକ୍ଷର ପତ୍ର

ENO Beuro

Leave a Comment