• Home
  • Uncategorized
  • କେଉଁ ସମୟରେ ଦହି ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ଜାଣନ୍ତୁ ?
Uncategorized

କେଉଁ ସମୟରେ ଦହି ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ଜାଣନ୍ତୁ ?

ସମସ୍ତେ ପ୍ରାୟତଃ ଦହି ଖାଇବାକୁ ଭଲ ପାଆନ୍ତି । ଏମିତି କି ଆମେ ସମସ୍ତେ ଜାଣିଛେ ଦହି ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ । କିନ୍ତୁ ଏହାକୁ ଯଦି ଠିକ୍ ସମୟରେ ନଖିଆଯାଏ ତେବେ ତାହା ଅନେକ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆମେ ଆଜି ଆପଣଙ୍କୁ କହିବୁ ଦହି ଖାଇବାର ଠିକ୍ ସମୟ ବିଷୟରେ ।

କେଉଁ ସମୟରେ ଦହି ଖାଇବା ଉଚିତ ଜାଣନ୍ତୁ :-

  • ଦହି ଜମିବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ଖାଆନ୍ତୁ । ଏହାକୁ ଅଧିକ ସମୟ ରଖି ଖାଇବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇପାରେ ।
  • ରାତ୍ରୀ ସମୟରେ ଦହି ଖାଇବା ବିଷ ସହ ସମାନ ହୋଇଥାଏ । ରାତିରେ ଦହି ଖାଇବା ଦ୍ୱାରା ପାଚନ କ୍ରିୟାରେ ଖରାପ ପ୍ରଭାବ ପଡିଥାଏ ।
  • ଘରେ ଦହି ତିଆରି କରିବା ଆହୁରି ଭଲ ହୋଇଥାଏ ।
  • ଯଦି ଆପଣଙ୍କର ଚର୍ମ ସମ୍ବନ୍ଧିତ କୌଣସି ସମସ୍ୟା ରହିଛି ତେବେ ଆପଣ ଡାକ୍ତରଙ୍କୁ ପଚାରି ଦହି ସେବନ କରିପାରିବେ ।
  • ଶରୀରରେ ଥକ୍କାପଣ ଥିଲେ ଦହି ଖାଆନ୍ତୁ ନାହିଁ । ନଚେତ ଏହା ବଢିଯାଇଥାଏ ।
  • ଦହିକୁ କେବେ ହେଲେ ଗରମ କରି ଖାଆନ୍ତୁ ନାହିଁ ।
  • ଡାଲି ସହ ଦହି ଖାଆନ୍ତୁ ନାହିଁ ।

କେଉଁ ସମୟରେ ଦହି ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ଜାଣନ୍ତୁ ? curd

ପଢନ୍ତୁ ;

ଆପଣଙ୍କ ଫ୍ରିଜରୁ ଦୁର୍ଗନ୍ଧ ବାହାରୁଛି କି? ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର!

Related posts

Release waiting Odia Cinema “Sata Janamara Sathi”

Jitendra

Rituraj Mohanty Lent Voice For An Odia Song Of Upcoming Film Sister Sreedevi

ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More