LIFESTYLE

ମାଛ କଣ୍ଟା ଗଳାରେ ଲାଗିଥିଲେ ତୁରନ୍ତ ଆପଣାନ୍ତୁ ଏହି ଉପାୟ

ଅନେକ ଲୋକ ମାଛ ଖାଇବାକୁ ପସନ୍ଦ କରିଥାନ୍ତି। ମାଛ ଖାଇବା ଶରୀର ପାଇଁ ବେଶ ଲାଭଦାୟକ। ଏଥିରେ ଥିବା ପୋଷକତତ୍ଵ ଶରୀରକୁ ଶକ୍ତି ଦେଇଥାଏ। ହେଲେ ବେଳେବେଳେ ଅସାବଧାନତା ଯୋଗୁ ମାଛ ଖାଇବା ସମୟରେ ଗଳାରେ କଣ୍ଟା ଲାଗିଯାଇଥାଏ। ଏହା ଭାରି କଷ୍ଟ ଦେଇଥାଏ। ତେବେ ଗଳାରେ ଲାଗିଥିବା ମାଛ କଣ୍ଟାକୁ କେମିତି ବାହାର କରିବେ?

ଆସନ୍ତୁ ଜାଣିବା-

ମାଛକଣ୍ଟା ବାହାର କରିବା ପାଇଁ ଗୋଟିଏ ପାଚିଲା କଦଳୀର ଚୋପା ଛଡାଇ ଧିରେ ଧିରେ ଖାଇଲେ ଏହା ବାହାରି ଯାଇଥାଏ।

ଛୋଟ ହେଉ ଅବା ବଡ ମାଛକଣ୍ଟା ଗଳାରେ ଲାଗିଥିଲେ ଅଳ୍ପ ଭାତ ଆଣି ତାକୁ ଭଲଭାବେ ଚକଟି ଏକ ଗୁଳା କରି ତଣ୍ଟି ପାଖରେ ରଖି ଢୋକି ଦେଲେ ମାଛକଣ୍ଟା ବାହାରି ଯାଇଥାଏ।

ପଢନ୍ତୁ;  ଅତ୍ୟଧିକ ଛେନା ଖାଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ

Related posts

ପ୍ରତିଦିନ କଫି ପିଉଛନ୍ତି କି? ସାବଧାନ! ନଚେତ ଭୋଗି ପାରନ୍ତି ଏହି ସବୁ ଶାରୀରିକ ସମସ୍ୟା

ENO Beuro

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ଶୋଇବା ବେଳେ ତକିଆ ବ୍ୟବହାର ନକଲେ କ’ଣ ଫାଇଦା ମିଳେ ଆସନ୍ତୁ ଜାଣିବା

ENO Beuro

Leave a Comment