LIFESTYLE

ଆସନ୍ତୁ ଜାଣିବା ଉପବାସ ସମୟରେ କଣ ଖାଇଲେ ଶାରୀରିକ ସମସ୍ୟା ଭୋଗୀବେ ନାହିଁ?

ହିନ୍ଦୁଧର୍ମରେ ଆମେ ଅନେକ ଦେବାଦେବୀଙ୍କୁ ପୂଜା କରିଥାଉ। ଆମ ମନସ୍କାମନା ପୂରଣ କରିବାକୁ ଓଷାବାର କରିଥାଉ। ଏଥିପାଇଁ ଅନେକ ଲୋକ ଉପବାସ ମଧ୍ୟ କରିଥାନ୍ତି। କିନ୍ତୁ ପୁରା ଦିନ ଉପବାସ କଲେ ଆପଣ ଅନେକ ଶାରୀରିକ ସମସ୍ୟାରେ ପଡ଼ିପାରନ୍ତି।

ଆସନ୍ତୁ ଜାଣିବା ଉପବାସରେ କଣ ଖାଇବା ଉଚିତ-

  • ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମେ ଓଷାବାର କରିଥାଉ। ଭଗବାନ କହିନାହାନ୍ତି ଯେ ଉପବାସ ରହି ପୂଜାର୍ଚନା କରିବାକୁ। ମନରେ ଭକ୍ତି ଥିଲେ ସବୁକିଛି ସମ୍ଭବ ହୋଇଥାଏ। ଉପବାସ ପାଇଁ ଆପଣ ପଇଡ ପାଣି ପିଇ ଓଷା ବ୍ରତ କରି ପାରିବେ।
  • ଲୋକମାନେ ଉପବାସ ସମୟରେ ପାଣି ପିଇବାର ମାତ୍ରା କମ କରନ୍ତି । ଏହା ଦ୍ୱାରା ଶରୀରକୁ ସଠିକ୍ ପରିମାଣରେ ପ୍ରୋଟିନ୍ ମିଳିନଥାଏ । ପେଟ ଗ୍ୟାଷ୍ଟିକ ହେବା କାରଣରୁ ମୁଣ୍ଡ ବୁଲାଇବା ଓ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ଦେଖାଯାଏ ।
  • ଉପବାସ ସମୟରେ ଅନେକ ଲୋକ ଚାହା ଓ କଫି ପିଇଥାନ୍ତି । ଖାଲି ପେଟରେ ବାରମ୍ବାର ଚାହା ଓ କଫି ପିଇବା ଫଳରେ ଆପଣଙ୍କର ଜୀବନ ହାନି ହେବାର ସମ୍ଭାବନା ଅଛି। ଆପଣ ମିଶିରି ପାଣି ମଧ୍ୟ ପିଇପାରିବେ।
  • ଉପବାସ ସମୟରେ ଅନେକ ଲୋକ ଖାଲି ପେଟ ଅର୍ଥାତ ବିନା ପାଣିରେ ରୁହନ୍ତି ଏହା କରିବା ଦ୍ୱାରା ଗ୍ୟାଷ୍ଟିକ ଏବଂ ଏସିଡିଟି ସମସ୍ୟା ଦେଖାଯାଇଥାଏ।

ଆସନ୍ତୁ ଜାଣିବା ଉପବାସ ସମୟରେ କଣ ଖାଇଲେ ଶାରୀରିକ ସମସ୍ୟା ଭୋଗୀବେ ନାହିଁ? god 1

ପଢନ୍ତୁ;

ଭ୍ରମଣ କରିବା ସମୟରେ ଆପଣଙ୍କର ବାନ୍ତି ହେଉଛି କି? ତେବେ ଆପଣାନ୍ତୁ ଏହି ଉପାୟ

Related posts

ଥଣ୍ତାକାଶ ଭଳି ସମସ୍ୟା ପାଇଁ ମହୁ ଏକ ମହୌଷଧି ପରି କାମ କରେ

ENO Beuro

ମଧୁମେହ ରୋଗରେ ପୀଡିତ ହୋଇଥିଲେ ଖାଆନ୍ତୁ “କଞ୍ଚା ଆମ୍ବ” ,ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ବନ୍ଧରେ…

ENO Beuro

ଶରୀରରେ ରକ୍ତହୀନତା ଦୂର କରିଥାଏ “ପିଜୁଳି”! ଜାଣନ୍ତୁ ଏହାକୁ ନିୟମିତ ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More