LIFESTYLE

କେଉଁ ଭଳି ପୁଅମାନଙ୍କଠାରୁ ଝିଅମାନେ କାହିଁକି ଦୂରେଇ ରୁହନ୍ତି ଜାଣନ୍ତୁ

ଭଲ ଜୀବନ ସାଥି ହେବା ପୂର୍ବରୁ ଭଲ ବନ୍ଧୁ ହେବା ନିହାତି ଜରୁରୀ । ବେଳେବେଳେ ଜଣେ ପୁଅ ଏବଂ ଝିଅ ମଧ୍ୟରେ ଭଲ ବନ୍ଧୁତା ହେବା ସହ ସମୟ କ୍ରମେ ଭଲପାଇବା ଆସି ଯାଇଥାଏ । ବେଳେ ବେଳେ ଏମିତି ବି ହୋଇଥାଏ କି ପୁଅମାନେ ବନ୍ଧୁତ୍ଵ ସ୍ଥାପନ କରିବା ଆଶାରେ କିଛି ଏମିତି କାମ କରନ୍ତି ଯାହା ସେମାନଙ୍କ ସମ୍ପର୍କକୁ ଖରାପ କରିଦିଏ । ଯାହା ଫଳରେ ସମ୍ପର୍କ ହେବା ଆଗରୁ ଭାଙ୍ଗି ଯାଏ । ତେବେ ଜାଣନ୍ତୁ କେଉଁ ଭଳି ପୁଅମାନଙ୍କଠାରୁ ଝିଅମାନେ ଦୂରେଇ ରହିବାକୁ  ପସନ୍ଦ କରିବା ସହ ସେମାନଙ୍କୁ ନିଜ ସାଙ୍ଗ ମଧ୍ୟ କରିବାକୁ ଚାହିଁ ନ ଥାନ୍ତି ।

ପୁଅମାନଙ୍କଠାରୁ ଝିଅମାନେ କାହିଁକି ଦୂରେଇ ଯାଆନ୍ତି ଜାଣନ୍ତୁ :-

  • ପ୍ରାୟତଃ ଝିଅମାନଙ୍କୁ ନିଜର ପ୍ରଶଂସା ଶୁଣିବାକୁ ବହୁତ ଭଲ ଲାଗେ । ଯଦି ଜଣେ ପୁଅ କେବଳ ନିଜର ପ୍ରଶଂସା କରୁଛି , ସେଭଳି ପୁଅଙ୍କ ସହ ବନ୍ଧୁତା କରିବାକୁ  ଝିଅମାନେ ପସନ୍ଦ କରନ୍ତି ନାହିଁ ।
  • ଯେଉଁ ପୁଅମାନେ ସବୁବେଳେ ନିଜ ବିଷୟରେ ବଡ଼ କରି କହିବାକୁ ପସନ୍ଦ କରନ୍ତି ଓ  ଅନ୍ୟ କାହା କଥାକୁ ଶୁଣୁ ନ ଥିବେ, ସେଭଳି ପୁଅଙ୍କ ସହ କଥା ହେବାକୁ ମଧ୍ୟ ଝିଅମାନେ ପସନ୍ଦ କରନ୍ତି ନାହିଁ ।
  • ଯେଉଁ ପୁଅମାନେ ଚୁମ୍ବନ ଦେବାରେ ଉସ୍ତାତ ହୋଇ ନ ଥାନ୍ତି ସେ ଭଳି ପୁଅମାନଙ୍କୁ ଜୀବନସାଥୀ କରିବାକୁ ଝିଅମାନେ ପସନ୍ଦ କରନ୍ତି ନାହିଁ ।
  • କିଛି ପୁଅଙ୍କର ଖାଇବା ଶୈଳୀକୁ ଦେଖି ଝିଅମାନେ ଦୂରକୁ ଚାଲି ଯାଇଥାଆନ୍ତି । ଖାଇବା ସମୟରେ କିଛି ପୁରୁଷ ଶବ୍ଦ କରିଥାଆନ୍ତି । ଏଭଳି ପୁରୁଷଙ୍କଠାରୁ ଦୂରେଇ ରହିବାକୁ ହିଁ ଝିଅମାନେ ଠିକ୍‌ ଭାବି ଥାଆନ୍ତି ।


ପଢନ୍ତୁ ;

ବିସିସିଆଇର ନୂତନ ନିୟମ : ଧୋନୀଙ୍କୁ ଝଟକା

Related posts

ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଉଛନ୍ତି କି?ତେବେ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ

ENO Beuro

ଅନେକ ଖାଦ୍ୟ ଅଛି ଯାହା ମଦ୍ୟପାନ ସମୟରେ ଖାଇଲେ ଆପଣଙ୍କର ମୃତ୍ୟୁ ସୁନିଶ୍ଚିତ ! ଜାଣନ୍ତୁ

ENO Beuro

କର୍କଟ ରୋଗକୁ ନିୟନ୍ତ୍ରଣ କରିଥାଏ ଟମାଟୋ ଜୁସ୍‌! ଜାଣନ୍ତୁ ଏହାକୁ ପ୍ରତିଦିନ ପିଇବା ଦ୍ଵାରା କଣ ଲାଭ ମିଳିଥାଏ

ENO Beuro

Leave a Comment