• Home
  • LIFESTYLE
  • ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗ ଥରିଲେ କଣ ସଙ୍କେତ ମିଳିଥାଏ
LIFESTYLE

ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗ ଥରିଲେ କଣ ସଙ୍କେତ ମିଳିଥାଏ

ଜୀବନରେ କିଛି ଘଟଣା ଘଟିବା ଆଗରୁ ଭଗବାନ ଆମକୁ ସଙ୍କେତ ଦେଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସବୁ ସଂକେତ ବିଷୟରେ ବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ଆପଣ ଜ୍ୟୋତିଷ ଶାସ୍ତ୍ରର ନୀତିକୁ ଅନୁସରଣ କଲେ ଅନେକ ନକରାତ୍ମକ ଶକ୍ତିର ପ୍ରଭାବରୁ ରକ୍ଷା ପାଇପାରିବେ।

ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗ ଥରିଲେ ଶୁଭ ଏବଂ ଅଶୁଭ ସଙ୍କେତ ଦେଇଥାଏ-

  • ଛାତି ଥରିବାକୁ ବୀରତ୍ୱ ବା କିଛି ଜିତିବାର ସାହସ ରୂପେ ମାନାଯାଏ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯଦି ଛାତି ଥରିବା ଆରମ୍ଭ ହୁଏ ତେବେ ଆପଣ ଯେ କୌଣସି କାମରେ ବିଜୟ ଲାଭ କରିବେ।
  • ଆଖି ଡେଇଁବା ଶୁଭ ଅଟେ। ଆଖି ଡେଇଁଲେ ଆପଣଙ୍କୁ ଖୁବ ଶୀଘ୍ର ସଫଳତା ମିଳିଥାଏ । ବାମ ଆଖି ଝିଅ ମାନଙ୍କ ପାଇଁ ଶୁଭ ହେଇଥିବା ବେଳେ ଡାହାଣ ଆଖି ପୁଅ ମାନଙ୍କ ପାଇଁ ଶୁଭ ଅଟେ।
  • କପାଳ ଥରିବାକୁ ହିନ୍ଦୁ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ମାନାଯାଏ । କାରଣ କପାଳ ଥରିଲେ ଆପଣଙ୍କର ଚାକିରୀ କ୍ଷେତ୍ରରେ ଉର୍ନତି ହେବ।
  • ବେଳେବେଳେ ହାତ କୁଣ୍ଡାଇ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ ନିକଟ ଭବିଷ୍ୟତରେ ଧନଲାଭ ହେବ। ଝିଅ ମାନଙ୍କ କ୍ଷେତ୍ରରେ ବାମ ହାତ କୁଣ୍ଡାଇ ହେଲେ ଶୁଭ ହୋଇଥାଏ।

ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗ ଥରିଲେ କଣ ସଙ୍କେତ ମିଳିଥାଏ eye

ପଢନ୍ତୁ; ନିଜକୁ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Related posts

ପିଲାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ ସରକାର ଅରାଜି

Krishna Kumar Manoj

ଥକ୍କାପଣକୁ ଅଣଦେଖା କରନ୍ତୁ ନାହିଁ? ନଚେତ୍ ହୋଇପାରେ ଏହିସବୁ ସମସ୍ୟା!

Krishna Kumar Manoj

ରୋଷେଇ କଲାବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More