LIFESTYLE

ହିଲ୍ସ ମହିଳାଙ୍କ ଫେସନ୍ , ତେବେ ଆସନ୍ତୁ ଜାଣିବା ହିଲ୍ସରୁ ମହିଳାଙ୍କ ସ୍ଵଭାବ

By Krishna Kumar Manoj

February 11, 2018

ଅଧିକାଂଶ କର୍ମଜୀବୀ ମହିଳା ବିଭିନ୍ନ ହିଲ୍ ପରିଧାନ କରିବାକୁ ପସନ୍ଦ କରିଥାନ୍ତି ।   ହିଲ୍ସ ହେଉଛି ମହିଳାଙ୍କ ଫେସନ୍ । ଯେମିତି ରାଶିରୁ ଏବଂ ହସ୍ତରେଖାରୁ ଲୋକଙ୍କ ସ୍ଵଭାବ ଜାଣିହୁଏ ସେମିତି ଆଜି ଆସନ୍ତୁ ଜାଣିବା ଜୋତାରୁ ମହିଳାଙ୍କ  ସ୍ଵଭାବ।

ଜୋତାରୁ ଜାଣିବା ମହିଳାଙ୍କ ସ୍ଵଭାବ

ଫ୍ଲାଟଫର୍ମ ହିଲ୍ :– ଏ ପ୍ରକାର ହିଲ୍ ପରିଧାନ କରୁଥିବା ମହିଳା ଫ୍ୟାଶନ୍ ଯୁକ୍ତ ହୋଇଥିବା ବେଳେ ସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ ।ଅଧିକାଂଶ କର୍ମଜୀବୀ ମହିଳା ଏହି ହିଲ୍ ପରିଧାନ କରିଥାନ୍ତି । ଏମାନେ ଆତ୍ମନିର୍ଭରଶୀଳ । ଅନ୍ୟ କାହାର ସାହାଯ୍ୟ ନେବାକୁ ଏମାନେ ପସନ୍ଦ କରନ୍ତି ନାହିଁ ।

ଫ୍ଲିପ୍ ଫ୍ଲାପ୍ :–ଏକ ପ୍ରକାର ଫୁଟ୍ ଓୟାର ପରିଧାନ କରୁଥିବା କରୁଥିବା ନାରୀ ଶକ୍ତିଶାଳୀ , ହିମ୍ମତବାଲି ଏବଂ ଦାୟିତ୍ୱ ସଂପନ୍ନ ଅଟନ୍ତି ।  ଏମାନଙ୍କ ଉପରେ ବିଶ୍ୱାସ କରାଯାଇପାରିବ ।

ପିପଟୋଜ୍ :– ଏହାର ଅର୍ଥ ହେଲା ଫ୍ର ଓପନ୍ ସୁଜ୍ । ଏହାକୁ ପରିଧାନ କରୁଥିବା ମହିଳା ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାନ୍ତି  । ଏମାନେ ଖୁବ୍ ଆକର୍ଷଣ କରନ୍ତି ।

ନିକେଲ କୋର୍ଟସୁଜ୍ : – ଏହାକୁ ପିନ୍ଧୁଥିବା ମହିଳା ଅଧିକ ଦାୟିତ୍ୱ ସଂପନ୍ନ । ଅସୁବିଧା ସମୟରେ ଏମାନେ ଅତି ସହଜରେ ଉପାୟ ବାହର କରିଥାନ୍ତି । ଏମାନେ ସଂଗଢିତ ଢଙ୍ଗରେ ସୁବ୍ୟବସ୍ଥିତ କାର୍ୟ୍ୟ କରିଥାନ୍ତି ।

କ୍ଲୋଜ୍ ଫ୍ର ଫ୍ଲାଟ୍ ସୁଜ୍ :- ଏପ୍ରକାର ଜୋତା ପିନ୍ଧୁଥିବା ମହିଳା ଖୁବ୍ ସରଳ ଏବଂ ସରଳତା ମ୍ୟାନରେ ସମସ୍ତଙ୍କ ହୃଦୟ  ଜିତିଥାନ୍ତି । ଏମାନେ ବହୁତ ଦ୍ୟାୟିତ୍ୱ ସଂପନ୍ନ ଏବଂ କର୍ମଠ ।ଏହି ମହିଳା ମାନେ କାହା ଉପରେ ରାଗନ୍ତି ନାହିଁ ।

ସ୍ପୋର୍ଟସ ସୁଜ୍ :– ଏହାକୁ ପିନ୍ଧିଥିବା ଝିଅ ଅଧିକ ଚାଲାକ ଏବଂ ଏମାନଙ୍କ ମନ ଖୋଲା ରହିଥାଏ । ନିଜର ସ୍ୱାସ୍ଥ୍ୟ ଏବଂ ଶରୀରକୁ ନେଇ ଅଧିକ ସଚେତନ୍ ଅଟନ୍ତି । ନିଜର ଜ୍ଞାନକୁ ସର୍ବଦା ଅଧିକ ଅପଡେଟ କରିବାକୁ ପସନ୍ଦ କରିଥାନ୍ତି ।  ଏମାନେ ଲାଟେଷ୍ଟ ଟ୍ରେଣ୍ଡ ସଂପର୍କ ରେ ଜାଣିପାରନ୍ତି ।

ପଢନ୍ତୁ ;

ବାଥ୍‌ରୁମ୍‌ରେ ଏହି ୪ଟି ଜିନିଷ ରଖିଲେ ହୋଇ ପାରେ କ୍ୟାନ୍‌ସର୍‌